Cricketers Latest News / ଖୁସି ଖବର ଦେଲେ କ୍ରିକେଟର ଶାର୍ଦ୍ଦୁଲଠାକୁର, ଘରକୁ ଆସିଲେ କୁନି ଅତିଥି
·6 months ago·2 min read

Key Points
ଶାର୍ଦ୍ଦୁଲ ଠାକୁର ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି
୨୦୨୬ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ କ୍ରିକେଟ୍ ଦଳର ଅଧିନାୟକ ଭାବେ ନଜର ଆସିବେ
ପତ୍ନୀ ମିତାଲି ପାରୁଲକର ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି

ଟିମ୍ ଇଣ୍ଡିଆର ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଆଜି ଏକ ଖୁସି ଖବର ଦେଇଛନ୍ତି। ବର୍ତ୍ତମାନ ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ କ୍ରିକେଟ୍ ଦଳର ଅଧିନାୟକ ଭାବେ ନଜର ଆସିବେ । ଏହି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଶାର୍ଦ୍ଦୁଲ ଠାକୁର ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ବିଜୟ ହଜାରେ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଠାକୁର ବାପା ହୋଇଛନ୍ତି । ପତ୍ନୀ ମିତାଲି ପାରୁଲକର ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଖୁସି ଖବର ବାଣ୍ଟିଛନ୍ତି ଶାର୍ଦ୍ଦୁଲ। ତେବେ ସେ ପ୍ରଥମ ମ୍ୟାଚରୁ ଦଳର ଅଧିନାୟକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ବିଜୟ ହଜାରେ ଟ୍ରଫିରେ ଆସିବେ ନଜର
ବର୍ତ୍ତମାନ, ସାର୍ଦ୍ଦୁଳ ଠାକୁର ୩ଟି ଫର୍ମାଟରେ ମୁମ୍ବାଇର ଅଧିନାୟକତ୍ୱ କରୁଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ ଖରାପ ଥିଲା, କିନ୍ତୁ ରଣଜୀ ଟ୍ରଫିରେ ମୁମ୍ବାଇର ପ୍ରଦର୍ଶନ ମଧ୍ୟ ଭଲ ଥିଲା। ଏବେ, ସାର୍ଦ୍ଦୁଳ ଠାକୁର ବିଜୟ ହଜାରେ ଟ୍ରଫିର ଅଧିନାୟକତ୍ୱ କରିବେ, ଯେଉଁଠାରେ ରୋହିତ ଶର୍ମା ମଧ୍ୟ ତାଙ୍କ ଦଳରେ ଖେଳିବେ । ଠାକୁର ସମ୍ପ୍ରତି ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସାର୍ଦ୍ଦୁଳ ଟିମ୍ ଇଣ୍ଡିଆ ପାଇଁ ୧୩ ଟେଷ୍ଟ, ୪୭ ଦିନିକିଆ ଏବଂ ୨୫ ଟି-୨୦ ଖେଳିଛନ୍ତି।
ଏହାସହ ପଢ଼ନ୍ତୁ: ବିବାହ ଭାଙ୍ଗିବା ପରେ ପଡ଼ିଆକୁ ଓହ୍ଲାଇ ବିଶ୍ୱ ରେକର୍ଡ କଲେ ସ୍ମୃତି, ଫ୍ୟାନ୍ସ କହିଲେ...
କଥାରେ ଅଛି ଯେତେବେଳେ ଗୋଟେ ମଣିଷକୁ ଶକ୍ତ ଝଟକା ଲାଗିଥାଏ, ସେଥିରୁ ବାହାରିବାକୁ ତାକୁ ଅଧିକ ଦିନ ସମୟ ଲାଗିଥାଏ। କେହି କେହି ତ ପୁରୁଣା ସ୍ମୃତିରୁ ବାହାରିପାରନ୍ତି ନାହିଁ। କିନ୍ତୁ ସ୍ମୃତି ମନ୍ଧାନା ସବୁ ମହିଳାମାନଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ବିବାହ ଭାଙ୍ଗିବା ପରେ ବି ତାଙ୍କୁ ପଲାଶ ଧୋକା ଦେବା ପରେ ବି ସେ ପଡିଆକୁ ଓହ୍ଲାଇଛନ୍ତି। ଏହାସହ ବିଶ୍ୱ ରେକର୍ଡ କରିଛନ୍ତି।ରବିବାରଠୁ ଭାରତ ମହିଳା ଦଳ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯାଇଥିଲା ।
ଆଉ ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ନିଦ୍ଧାର୍ରିତ ୨୦ ଓଭରରେ ମାତ୍ର ୧୨୧ ରନ କରିପାରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୩୨ ବଲ୍ ବାକି ଥାଇ ୮ ୱିକେଟରେ ଏହି ମ୍ୟାଚ୍ କୁ ନିଜ ନାମରେ କରିଥିଲା । ଏହି ମ୍ୟାଚ୍ ସମୟରେ ସ୍ମୃତି ମନ୍ଧାନା ଏକ ଐତିହାସିକ ସଫଳତା ହାସଲ କରିଥିଲେ ।ଏହି ମ୍ୟାଚ୍ରେ ମନ୍ଧାନା ଏକ ବଡ଼ ଇନିଂସ ଖେଳି ପାରିନଥିଲେ, ମାତ୍ର ୨୫ ରନ୍ କରିଥିଲେ କିନ୍ତୁ ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କ ଇନିଂସ ମଧ୍ୟରେ, ସ୍ମୃତି ମନ୍ଧାନା ମହିଳା ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ୪,୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories