Engineering Student Dies / କଲେଜ ପ୍ରଶାସନର ଅବହେଳା: ବାସ୍କେଟବଲ୍ ଷ୍ଟାଣ୍ଡ ଖସିପଡିବାରୁ ଛାତ୍ରଙ୍କ ମୃତ୍ୟୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
·5 months ago·2 min read

Key Points
କଲେଜ ପ୍ରଶାସନର ଚରମ ଅବହେଳା
ବାସ୍କେଟବଲ୍ ଷ୍ଟାଣ୍ଡ ଖସିପଡିବାରୁ ଛାତ୍ରଙ୍କ ମୃତ୍ୟୁ
ଭାଇରାଲ ହେଉଛି ଫଟୋ
ବାସ୍କେଟବଲ୍ ଷ୍ଟାଣ୍ଡ ଖସିପଡିବାରୁ ଛାତ୍ରଙ୍କ ମୃତ୍ୟୁ
ଭାଇରାଲ ହେଉଛି ଫଟୋ
ବାସ୍କେଟବଲ୍ ଷ୍ଟାଣ୍ଡ ଖସିପଡିବାରୁ ଛାତ୍ରଙ୍କ ମୃତ୍ୟୁ।ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ । ଜଣେ ଛାତ୍ରଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ କଲେଜର ପ୍ରିନ୍ସିପାଲ ସଂଜିନ କାନୁନଗୋ କହିଛନ୍ତି, ଜଣେ ଯୁବକଙ୍କୁ ନିଜ ଜୀବନ ହରାଇବାକୁ ପଡିଛି । ବାସ୍କେଟବଲ ଗ୍ରାଉଣ୍ଡରେ ପୁଲଅପ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଫ୍ରେମ ତାଙ୍କ ଉପରେ ଗଳିପଡିଥିଲା । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଶାସନ ତରଫରୁ ଯେଉଁ ଅବହେଳା ହୋଇଛି, ତାହା ଯାଞ୍ଚ କରାଯାଉଛି ।ପିଲାଟିର ମୃତ୍ୟୁ ପରେ ସ୍ଥାନୀୟ ଲୋକ ହଙ୍ଗାମା କରିଥିଲେ । ଘଟଣା ପରେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ଏକ ବାସ୍କେଟବଲ ଷ୍ଟାଣ୍ଡ ପିଲାଟି ଉପରେ ଗଳିପଡିବାରୁ ଛାତ୍ରଙ୍କ ଜୀବନ ଚାଲିଯାଇଛି । ପିଲାଟି ବାସ୍କେଟବଲ ଖେଳୁଥିବା ବେଳେ ପିଲାଟି ମୁଣ୍ଡ ଉପରେ ଲୁହାର ଷ୍ଟାଣ୍ଡଟି ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ପିଲାର ଜୀବନ ଚାଲିଯାଇଥିଲା । ଏବେ ବଡ ଏବଂ ନାମୀ ସଂସ୍ଥାରେ ଖେଳ ଉପକରଣ ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଛାତ୍ରଙ୍କ ଜୀବନ ଯାଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି । ଘଟଣା ପରେ ପୋଲିସ ପହଞ୍ଚି ମାମଲାର ଯାଞ୍ଚ କରୁଛି ।
ଖବର ମୁତାବକ, ବିଶାଲ ବର୍ମା ନାମକ ପିଲା ମରୀନ ଇଂଜିନିୟରିଂର ଦ୍ବିତୀୟ ବର୍ଷ ଛାତ୍ର । ବିଶାଲ ପୁଣେର ମାୱଲ ସ୍ଥିତ ପ୍ରତିଷ୍ଠିତ ତୋଲାନୀ ମେରିଟାଇମ ଇନଷ୍ଟିଚ୍ୟୁଟର ଗ୍ରାଉଣ୍ଡରେ ବାସ୍କେଟବଲ ଖେଳୁଥିଲା । ଫ୍ରେମରେ ଛାତ୍ର ଜଣକ ପୁଲଅପ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଷ୍ଟାଣ୍ଡଟି ପିଲାଟି ଉପରେ ଖସିପଡିଥିଲା । ଫଳରେ ଛାତ୍ରଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣା ପରେ କଲେଜ ପରିସର ସୁରକ୍ଷା ବ୍ୟବସ୍ଥାରେ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।
ଏଥିସହ ପଢ଼ନ୍ତୁ: ହାଇକୋର୍ଟଙ୍କ ବଡ଼ ରାୟ, ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ର ଜଣକ ବାସ୍କେଟବଲ ଖେଳୁଥିଲା । ହଠାତ୍ ଷ୍ଟାଣ୍ଡରେ ପୁଲଅପ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଷ୍ଟାଣ୍ଡ ଛାତ୍ରଙ୍କ ମୁଣ୍ଡ ଉପରେ ଖସିପଡିଥିଲା । ଛାତ୍ର ଜଣକ ଘଟଣା ସ୍ଥଳରେ ଲହୁଲୁହାଣ ହୋଇଥିବା ବେଳେ ଉପସ୍ଥିତ ଥିବା ଛାତ୍ର ଏବଂ କର୍ମଚାରୀ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟର ପାଲଟିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଘଟଣାର ତଦନ୍ତ ତନତନ କରି ଯାଞ୍ଚ କରାଯାଉ। ନଚେତ୍ ଉପସ୍ଥିତ ଅଧିକାରୀଙ୍କ ଉପରେ ହୋଇପାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ।
ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:
ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:
Related Topics
Explore more stories