Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

ସ୍କୁଟି ସହ ବାଇକ, ଅଟୋ, କାର୍‌କୁ ଧକ୍କା ଦେଲା ହାଇୱା

Smruti Parija
Browse all articles by Smruti Parija
·11 months ago
ସ୍କୁଟି ସହ ବାଇକ, ଅଟୋ, କାର୍‌କୁ ଧକ୍କା ଦେଲା ହାଇୱା

Key Points

ସ୍କୁଟି ସହ ବାଇକ, ଅଟୋ, କାର୍‌କୁ ଧକ୍କା ଦେଲା ହାଇୱା

ହନୁମାନ ବାଟିକା ସମ୍ମୁଖରେ ସିରିଜ୍ ଦୁର୍ଘଟଣା

ଦୁଇ ଗୁରୁତର, 5 ଆହତ

ରାଉରକେଲା ହନୁମାନ ବାଟିକା ସମ୍ମୁଖରେ ସିରିଜ୍ ଦୁର୍ଘଟଣା । ସ୍କୁଟି ସହ ବାଇକ, ଅଟୋ, କାର୍‌କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।


ବ୍ୟସ୍ତବହୁଳ ରାସ୍ତା ହୋଇଥିବାବେଳେ ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ହୋଇଯାଇଥିଲା । ପରେ ସ୍ଥିତି ସ୍ୱାଭାବିକ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
series-accident-in-rourkela-infront-of-hanuman-vatika-argus-news | Argus News