ଆଗାମୀ 3 ଦିନରେ ଆହୁରି 2 ରୁ 3 ଡିଗ୍ରୀ ବଢିବ ଦିନ ତାପମାତ୍ରା
·2 years ago·1 min read

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆଲର୍ଟ । 30 ଯାଏଁ ତାତିରୁ ନାହିଁ ତ୍ରାହି । ଏପ୍ରିଲ 30 ତାରିଖ ଯାଏଁ ରାଜ୍ୟରେ ହେବ ଟାଣ ଖରା । ହିଟ୍ ୱେଭ୍ ନେଇ ଆଲର୍ଟ ଜାରି ହୋଇଛି । ଆଗାମୀ ୩ ଦିନରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା । ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ରେକର୍ଡ ହୋଇଛି । ଦୁଇ ଦିନ ସିଭିୟର ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର ।
#Maximum Temperature forecast for next five days: pic.twitter.com/iqMHRA4SJO
— Meteorological Centre, Bhubaneswar (@mcbbsr) April 26, 2024
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଝାରସୁଗୁଡା: ୪୦.୪
ସମ୍ବଲପୁର: ୪୦
କେନ୍ଦୁଝର: ୪୦
ଚାନ୍ଦବାଲି: ୩୯.୬
ଭୁବନେଶ୍ୱର: ୩୯.୨
ହୀରାକୁଦ: ୩୯.୨
ବାଲେଶ୍ୱର: ୩୯
ରାଉରକେଲା: ୩୮.୮
ପୁରୀ: ୩୪.୨
ପାରାଦୀପ: ୩୩.୪
ଗୋପାଳପୁର: ୩୩.୪