ରାଜସ୍ଥାନରେ 50 ଡିଗ୍ରୀ ଟପିଲା ଦିନର ତାପମାତ୍ରା
·2 years ago

ଅର୍ଗସ ବ୍ୟୁରୋ: ପାରଦ ଟପିଲା 50 ଡିଗ୍ରୀ । ସପ୍ତାହେ ହେଲା ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା । ଚୁରୁରେ ଦିନ ତାପମାତ୍ରା 50.5 ଡିଗ୍ରୀ ରେକର୍ଡ ହୋଇଛି । ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜସ୍ଥାନର ଚୁରୁ । ଦିନକୁ ଦିନ ଆଶ୍ଚର୍ଯ୍ୟଜନକ ଭାବେ ପାଣିପାଗ ବିଗିଡିବାରେ ଲାଗିଛି । ଯାହାର ପରିମାମ ଭୋଗୁଛନ୍ତି ମଣିଷଠୁ ଆରମ୍ଭ କରି ଜୀବ ଜନ୍ତୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: