Videos
|
argusnews

 ଗାନ୍ଧୀନଗର ଆସନ ପାଇଁ ନାମାଙ୍କନ ଦାଖଲ କଲେ ଶାହ

Smruti Parija
Browse all articles by Smruti Parija
·2 years ago
 ଗାନ୍ଧୀନଗର ଆସନ ପାଇଁ ନାମାଙ୍କନ ଦାଖଲ କଲେ ଶାହ

ଅର୍ଗସ ବ୍ୟୁରୋ: ନାମାଙ୍କନ ଦାଖଲ କଲେ ଗୃହମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ । ଦ୍ୱିତୀୟ ଥର ପାଇଁ ନାମାଙ୍କନ ଭରିଲେ ଶାହ । ଗୁଜୁରାଟ ଗାନ୍ଧୀନଗର ଆସନ ପାଇଁ ନାମାଙ୍କନ ଭରିଲେ ଶାହ । 2019ରୁ ଗାନ୍ଧୀନଗରରୁ ହୋଇଥିଲେ ନିର୍ବାଚିତ । ନାମାଙ୍କନ ଭରିବା ସମୟରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟ୍ଟେଲ ଉପସ୍ଥିତ ଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister Amit Shah files his nomination papers from the Gandhinagar Lok Sabha seat for the upcoming LokSabhaElections2024 | Argus News