ସୂଚନାମୁତାବକ, ବିଲେଇ କୂଅରେ ପଡିବା ଖବର ପାଇ ୫ ଜଣ ବ୍ୟକ୍ତି ଗୋଟିଏ ପରେ ଗୋଟିଏ କୂଅକୁ ଡେଇଁ ଥିଲେ ରେସ୍କ୍ୟୁ କରିବା ପାଇଁ । ତେବେ ଯେଉଁ କୂଅରେ ବିଲେଇ ପଡିଥିଲା ଉକ୍ତ କୂଅ ବହୁ ଦିନରୁ ବନ୍ଦ ରହିଥିଲା। ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇଥିଲା କୂଅ। ଯେଉଥିପାଇଁ କୂଅରେ ବାୟୋଗ୍ୟାସ ସୃଷ୍ଟି ହୋଇଯାଇଥିଲା। ଯେଉଁଥିପାଇଁ ବିଲେଇକୁ ରେସ୍କ୍ୟୁ କରିବା ପାଇଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।
ଅଧିକ ପଢନ୍ତୁ ଭାରତ ଖବର