ଅଧିକ ପଢନ୍ତୁ : ବାବା କେଦାରନାଥଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ
ଏହି ନିୟମ ପାଳନ କରୁଥିବା ଜଜମାନ ଦମ୍ପତ୍ତି ଏହି ଅନନ୍ୟ ଧାର୍ମିକ ରୀତିନୀତି କରିବାକୁ ସମର୍ଥ ହେବେ । ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠାରେ ହିଁ ନିଷ୍ଠାରେ ରହିଥିବା ଜଜମାନଙ୍କ ସଂକଳ୍ପ ପୂର୍ଣ୍ଣ ହେବ। ପ୍ରାଣ ପ୍ରତିଷ୍ଠା ସମାରୋହରେ ୧୧ ଦମ୍ପତ୍ତି ସାମିଲ ହେବେ। ଆଜିଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ପ୍ରଥମ ସ୍ନାନ କରି ଏହି ସମସ୍ତ ୧୧ ଦମ୍ପତ୍ତି ଙ୍କ ସଂକଳ୍ପ ଆରମ୍ଭ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ସମସ୍ତ ଜଜମାନଙ୍କୁ ୪୫ ବିଧି-ବିଧାନ ଏବଂ ନିୟମାବଳୀ ଉପଲବ୍ଧକରାଯାଇଛି।
ଅଧିକ ପଢନ୍ତୁ : ପ୍ରତିଷ୍ଠା ଦିନ ଘରେ ଥାଇ ପାଇପାରିବେ ସମ୍ପୂର୍ଣ୍ଣ ମାଗଣାରେ ରାମଲଲାଙ୍କ ପ୍ରସାଦ