୫୫୦ ବର୍ଷର ଅପେକ୍ଷା ଶେଷ ହୋଇଛି। ଏହି କ୍ଷଣର ଅପେକ୍ଷା ଥିଲା ସମସ୍ତିଙ୍କର। ଏଠି ରୋଜଗାରର ମଧ୍ୟ ପନ୍ଥା ମଧ୍ୟ ମିଳିଛି ଗରିବଙ୍କୁ। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପରେ ବିକାଶ କାର୍ଯ୍ୟର ନରିକ୍ଷଣ କରିଥିଲେ ମୋଦି । ଏଥିସହିତ ସର୍କିଟ୍ ହାଉସରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ଥିଲା। ରାମନଗରୀର ସାଧୁ ସନ୍ଥଙ୍କ ସହ ସାକ୍ଷାତ କରିବାର ମଧ୍ୟ ଯୋଜନା ଅଛି। ଏପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ମଙ୍ଗଳବାର ହେତୁ ହନୁମାନଗଢୀ ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା ମଧ୍ୟ କରାଯାଇଛି।
ଅଧିକ ଦେଖନ୍ତୁ :