ଅଭିଯୁକ୍ତମାନଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଦୁଇ ଜଣଙ୍କୁ ଯଦି ଏକା ସାଙ୍ଗେ ମାରିବାର ସୁଯୋଗ ନ ମିଳୁଛି ତେବେ ଦୁଇ ଜଣଙ୍କ ମଧ୍ୟରୁ ଯିଏ ବି ସାମ୍ନାକୁ ଆସୁଛି ତାକୁ ଫାୟରିଙ୍ଗ କରିଦେବ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ହରିୟାଣାର ଗୁରମୈଲ ବଲଜିତ ସିଂହ ଏବଂ ଉତ୍ତର ପ୍ରଦେଶର ଧର୍ମରାଜ କଶ୍ୟପକୁ ଗିରଫ କରିଛି ପୋଲିସ୍। ତେବେ ତୃତୀୟ ଅଭିଯୁକ୍ତ ଶିବ କୁମାର ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର୍ ଅଛି। ପୋଲିସ୍ ତାକୁ ଶନିବାର ରାତିରୁ ହିଁ ଟ୍ରାକ କରୁଛି।
ଅଧିକ ପଢନ୍ତୁ ଭାରତ ଖବର