ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଦିନକୁ ଦିନ ବାୟୁର ମାନ ଖସୁଥିବାରୁ ଚିନ୍ତାରେ ପ୍ରଶାସନ । ସ୍ଥିତି ସୁଧାରିବାକୁ ଘରେ ରହି କାମ କରିବେ ଦିଲ୍ଲୀ ସରକାରଙ୍କ ୫୦ ପ୍ରତିଶତ କର୍ମଚାରୀ । ଆଜି ଅପରାହ୍ନରେ ଦିଲ୍ଲୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଗତକାଲି କୃତ୍ରିମ ବର୍ଷା ପାଇଁ କେନ୍ଦ୍ରର ସହାୟତା ଲୋଡିଥିଲେ ଦିଲ୍ଲୀ ସରକାର ।