ଅର୍ଗସ ବ୍ୟୁରୋ: ଆରବିଆଇ କଷ୍ଟମର କେଆର୍ ବିଭାଗକୁ ଧମକପୂର୍ଣ୍ଣ କଲ୍ । ନିଜକୁ ଲସ୍କର-ଇ-ତୋଇବାର ସିଇଓ ପରିଚୟ ଦେଇ କଲ୍ କରିଥିଲେ ଦୁର୍ବୃତ୍ତ । ଫୋନରେ କହିଲା `ପଛ ରାସ୍ତା ବନ୍ଦ କରିଦିଅ,ଇଲେକ୍ଟ୍ରିକ କାର୍ ଖରାପ ହୋଇଯାଇଛି' । ଏନେଇ ଅଭିଯୋଗ ହେବାପରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।