ତୃତୀୟ ପର୍ଯ୍ୟାୟ ୪୦ଟି ବିଧାନସଭା ଆସନ ମଧ୍ୟରୁ ଜମ୍ମୁ, ସାମ୍ବା, କଠୁଆର ୨୪ଟି ଏବଂ କୁପାୱାଡ଼ା, ବାରାମୂଳା ଓ ବନ୍ଦିପୁରା ଜିଲ୍ଲାର ୧୬ଟି ଆଶନରେ ଲଢେଇ । ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚି ସାରିଛନ୍ତି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ଭୋଟର ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । 8 ଅକ୍ଟୋବରରେ ଘୋଷଣା ହେବ ଫଳାଫଳ ।
#WATCH | J&K: People queue up outside a polling station in Jammu to vote in the 3rd & final phase of the Assembly elections today.
Eligible voters in 40 constituencies across 7 districts of the UT are exercising their franchise today. pic.twitter.com/V7JUwFUuF7 — ANI (@ANI) October 1, 2024