ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର: ସ୍ତ୍ରୀ ମୃତ
ଧକ୍କା ଦେଇ ବସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୌଭାଗ୍ୟ ବଶତଃ କାହାରି କିଛି ହୋଇନଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ । ଦୁର୍ଘଟଣାରେ କାର୍ ର ସାମନା ପଟ ସମ୍ପର୍ଣ୍ଣ ଭାଙ୍ଗି ଯାଇଛି ।