ଅଭିଷେକ କାହିଁକି ଆତ୍ମହତ୍ୟା କେଲ ତାହାର କାରଣ ଜଣାପଡିନାହିଁ । ସେପଟେ ତାଙ୍କ ମାଉସ ଘର ଲୋକେ ଏନେଇ ଧାମନଗର ପୋଲିସକୁ ଜଣାଇଥିବା ବେଳେ ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଛାତ୍ରଙ୍କ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ତେବେ ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଅଭୟ ପଣ୍ଡା ବୋଲି ସୂଚନା ମିଳିଛି ।