ବିଜେପି ଆଗୁଆ
- କଣ୍ଟାବାଞ୍ଜିରୁ ବିଜେପିର ଲକ୍ଷ୍ମଣ ବାଗ ଆଗୁଆ
- ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗୁଆ
- ଚାନ୍ଦବାଲି ବିଧାନସଭାରେ ବିଜେପି ଆଗୁଆ
- ବିଜେପିର ମନମୋହନ ସାମଲ ଆଗୁଆ
- ପୋଲସରା ବିଧାନସଭାରେ ବିଜେପି ଆଗୁଆ
- ବିଜେପିର ଗୋକୁଳାନନ୍ଦ ମଲ୍ଲିକ ଆଗୁଆ
- ପାଟଣାଗଡ଼ ବିଧାନସଭାରେ ବିଜେପି ଆଗୁଆ
- ବିଜେପିର କନକ ବର୍ଦ୍ଧନ ସିଂହଦେଓ ଆଗୁଆ
- ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ଆଗୁଆ
- ଲାଞ୍ଜିଗଡ଼ ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ରମେଶ ମାଝୀ ଆଗୁଆ
- ନିମାପଡ଼ା ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ପ୍ରଭାତି ପରିଡ଼ା ଆଗୁଆ
- କେନ୍ଦୁଝର ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ମୋହନ ମାଝୀ ଆଗୁଆ
- ବରଗଡ଼ ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ଆଗୁଆ
- ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଗୁଆ
- ବିଜେପିର ନରସିଂହ ଭତ୍ରା ଆଗୁଆ
- ବଡ଼ସାହିରେ ଲିଡ୍ କରୁଛନ୍ତି ବିଜେପି ପ୍ରାର୍ଥୀ ସନାତନ ବିଜୁଳି
- ରାଉରକେଲାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗରେ
- କବିସୂର୍ଯ୍ୟନଗର ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ପ୍ରତାପ ନାୟକ ଆଗୁଆ
- ଝରିଗାଁ ବିଧାନସଭାରେ ବିଜେପି ପ୍ରାର୍ଥୀ ଆଗୁଆ
- ବିଜେପିର ନରସିଂହ ଭତ୍ରା ଆଗୁଆ
- ସମ୍ବଲପୁର ଲୋକସଭାରେ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
- ଖୋର୍ଦ୍ଧା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ
- ସତ୍ୟବାଦୀ ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର ଆଗୁଆ
- ଭୁବନେଶ୍ୱର ଏକାମ୍ରରେ ବିଜେପି ପ୍ରାର୍ଥୀ ଆଗୁଆ
- କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ
- କେନ୍ଦୁଝର ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ମୋହନ ମାଝୀ ଆଗୁଆ
- ବରଗଡ଼ ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ଆଗୁଆ
- ଯାଜପୁର ଲୋକସଭା ଆସନରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗୁଆ
- ଜଗତସିଂହପୁର ବିଧାନସଭା ଆସନରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ
- ଧାମନଗର ବିଧାନସଭାରେ ବିଜେପି ଆଗୁଆ
- ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ
- ବଡ଼ଚଣା ବିଧାନସଭାରେ ବିଜେପି ଆଗୁଆ
ବିଜେପି ପ୍ରାର୍ଥୀ ଅମର ନାୟକ ଆଗୁଆ - ଗୋପାଳପୁର ବିଧାନସଭାରେ ବିଜେପି ଆଗୁଆ
ବିଜେପି ପ୍ରାର୍ଥୀ ବିଭୂତି ଜେନା ଆଗୁଆ - ବାଲେଶ୍ବର ବିଧାନସଭାରେ ବିଜେପି ଆଗୁଆ
ବିଜେପିର ମାନସ ଦତ୍ତ ଆଗୁଆ - କନ୍ଧମାଳରେ ବିଜେପି ପାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆଗରେ
- ବାରିପଦା ବିଧାନସଭାରେ ବିଜେପି ଆଗୁଆ
-ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ ଆଗୁଆ - ଗୋପାଳପୁରରେ ବିଜେପି ପ୍ରାର୍ଥୀ ବିଭୂତି ଜେନା ଆଗରେ
- .........................
ବିଜେଡି ଆଗୁଆ
- ସତ୍ୟବାଦୀ ବିଧାନସଭାରେ ବିଜେଡି ଆଗୁଆ
- ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମା ଆଗୁଆ
- ବାଙ୍କୀ ବିଧାନସଭାରେ ବିଜେଡି ଆଗୁଆ
- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ଆଗୁଆ
- ପୁରୀ ବିଧାନସଭାରେ ବିଜେଡି ଆଗୁଆ
- ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ
- ଚୌଦ୍ବାର କଟକ ବିଧାନସଭାରେ ବିଜେଡି ଆଗୁଆ
- ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳ ଆଗୁଆ
- ଧର୍ମଶାଳା ବିଧାନସଭାରେ ବିଜେଡି ଆଗୁଆ
-ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଆଗୁଆ - -ବରଗଡ଼ ବିଧାନସଭାରେ ବିଜେଡି ଆଗୁଆ
-ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଆଗୁଆ - ...............................
କଂଗ୍ରେସ ଆଗୁଆ
- ଆନନ୍ଦପୁର ବିଧାନସଭାରେ କଂଗ୍ରେସ ଆଗୁଆ
- କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ଆଗୁଆ
- କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଆଗୁଆ
- କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ
- ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସ ଆଗୁଆ
- କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଆଗୁଆ
- ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ
- କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ ଆଗୁଆ
- .........................
ଏହି ବଡ ନେତା ପଛରେ
- ସମ୍ବଲପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ବବି ଦାସ 28 ହଜାର 400 ଭୋଟ୍ ପଛରେ
- ଏକାମ୍ରରୁ ଅଶୋକ ପଣ୍ଡା ପଛୁଆ
- ଟିଟିଲାଗଡରୁ ଟୁକୁନି ସାହୁ ପଛୁଆ
- ରାଉରକେଲା ସାରଦା ନାୟକ ପଛୁଆ
- କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ
- ଭଣ୍ଡାରିପୋଖରୀ ସଞ୍ଜୀବ ମଲ୍ଲିକ ପଛୁଆ
ପଛରେ ପଡିଲେ ଉମା ସାମନ୍ତରାୟ - ପଛରେ ଅଛନ୍ତି ଅଚ୍ୟୁତ ସାମନ୍ତ