
National
ଆଜି ଉପନିର୍ବାଚନ ଫଳାଫଳ; ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି
ଫିଚର୍ଡ

ଦେବଶ୍ରୀ ଦେବସ୍ମିତା ସାହୁ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ (IIMC)ରୁ ଓଡ଼ିଆ ସାମ୍ବାଦିକତାରେ ଡିପ୍ଲୋମା ହାସଲ କରିବା ପରେ ୨୦୨୦ରୁ ଓଡ଼ିଆ ଗଣମାଧ୍ୟମ କ୍ଷେତ୍ରରେ ନିଜର ଯାତ୍ରା ଆରମ୍ଭ କରିଥିଲେ । ହାଇଦ୍ରାବାଦସ୍ଥିତ ବହୁଭାଷୀ ଗଣମାଧ୍ୟମ ସଂସ୍ଥା ETV Bharatରେ ଦୀର୍ଘ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ବର୍ତ୍ତମାନ Argus Digitalରେ ସିନିଅର କଣ୍ଟେଣ୍ଟ ରାଇଟର ଭାବେ କାର୍ଯ୍ୟରତ । ଡିଜିଟାଲ ଗଣମାଧ୍ୟମରେ ବିଭିନ୍ନ ଧରଣର କଣ୍ଟେଣ୍ଟ ପ୍ରସ୍ତୁତି ସହ ଟ୍ରେଣ୍ଡିଂ ଷ୍ଟୋରୀ, ଜାତୀୟ, ଅନ୍ତର୍ଜାତୀୟ ଓ ରାଜ୍ୟସ୍ତରୀୟ ଖବର ଏବଂ ଫିଚର ଆର୍ଟିକିଲ୍ ଲେଖିବାରେ ତାଙ୍କର ଦକ୍ଷତା ରହିଛି । ଖବରକୁ ସରଳ, ରୋଚକ ଓ ପାଠକଙ୍କ ରୁଚି ଅନୁଯାୟୀ ଉପସ୍ଥାପନ କରିଥାନ୍ତି ।
