Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଚତୁର୍ଥ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
·8 months ago·3 min read

Key Points
ଆଜି ଶନିବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କଟକ: ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ଚତୁର୍ଥ ଦିନ । ଆଜି ଶନିବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗଣକବି ବୈଷ୍ଣବ ପାଣି ମଞ୍ଚ, ଚତୁର୍ଥ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ସ୍ଵାତୀସ୍ଵେତା ରାଉତ
4 PM-4.30 PM - ସାଇ ସମ୍ଭୁ ଭଜନ ସମାରୋହ, କଟକ - ଅନୁପମା ସାହୁ - ଗ୍ରୁପ୍ ସଙ୍ଗ୍
4.35 PM-4.50 PM - ବ୍ଲୁ ଆଣ୍ଡ ବ୍ରାଇଟ୍ ଇନର୍ ଟାଲେଣ୍ଟ ଏକାଡେମୀ, କଟକ - ବବିତା ସ୍ଵାଇଁ - ରାଜସ୍ଥାନୀ
4.55 PM-5.10 PM - ଡିଭାଇନ୍ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ୍ ସ୍କୁଲ୍, ଭୁବନେଶ୍ଵର - ଚନ୍ଦ୍ରମଣି ଦାଶ - ଶାସ୍ତ୍ରୀୟ ନୃତ୍ୟ
5.15 PM-5.30 PM - କଟକ ନୃତ୍ୟତ୍ସୋବ କମିଟି, କଟକ - ଦୀପେଶ ମହାପାତ୍ର - ଓଡ଼ିଶୀ
5.35 PM-5.50 PM - ଲୋକ-ଶାସ୍ତ୍ର କଳା ପରିଷଦ, କଟକ - ଗଙ୍ଗାଧର ଦାସ - ସମ୍ବଲପୁରୀ ନୃତ୍ୟ
5.55 PM-6.10 PM - ନୃତ୍ୟ ଜ୍ୟୋତି, କଟକ - ଜ୍ୟୋତି ରଞ୍ଜନ ଦାସ - ଓଡ଼ିଶୀ
ଉପସ୍ଥାପକ: ଶୋଭନା ମିଶ୍ର
6.15 PM-6.30 PM - ନୃତ୍ୟ ମୟୂରୀ, କଟକ - ମମତା ଓଝା - କ୍ରିଷ୍ଣାୟ ତୁଭ୍ୟମ ନମଃ
6.35 PM-6.50 PM - ବିଶ୍ଵନାଥ ସଙ୍ଗୀତାଳୟ - ଦୀପ୍ତି ରାଉତରାୟ - ନମାମି ରାମମ
6.55 PM-7.10 PM - ସାଇ ଶ୍ରଦ୍ଧା ଟେଲିପ୍ରଡକ୍ସନ ପ୍ରା.ଲି, ଭୁବନେଶ୍ଵର -ସୌଭାଗ୍ୟଲକ୍ଷ୍ମୀ ଜେନା - ସାଧବ ସାଧବାଣୀ
7.15 PM-7.45 PM: ବୈଠକ
7.50 PM-8.05 PM - ସଙ୍ଗୀତ କଥକ ଡ୍ୟାନ୍ସ ଏକାଡେମୀ, କଟକ - ସଙ୍ଗୀତା ସାହୁ - କଥକ
8.10 PM-8.25 PM - ନୃତ୍ୟ ଭାରତୀ, କଟକ - ଗୁରୁ ଚରଣ ସାହୁ - ଝୁମର (ଲୋକକଳା)
8.30 PM-11.00 PM - ସ୍ଵୟମ ପାଢ଼ୀ ଏବଂ ସାଥୀ (ଓଲିଉଡ୍)

ଅକ୍ଷୟ ମହାନ୍ତି ମଞ୍ଚ, ଚତୁର୍ଥ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ଶାନ୍ତନୁ ପଣ୍ଡା
4 PM-4.30 PM - ମ୍ୟୁଜିକ୍ ୱାର୍ଲ୍ଡ କଲଚରାଲ ଆସୋସିଏସନ୍ କଟକ - ନରେଶ ଚନ୍ଦ୍ର ମଲ୍ଲିକ - ମେଲୋଡ଼ି
4.35 PM-4.45 PM - ଜ୍ଞାନଲକ୍ଷ୍ମୀ କଳା ପ୍ରତିଷ୍ଠାନ, ଜଗତସିଂହପୁର - ଭାଗ୍ୟଶ୍ରୀ କାନୁନଗୋ - ଢେମସା
4.50 PM-5.40PM - ଗଣକବି ବୈଷ୍ଣବ ପାଣି କ୍ଲବ, ମାହାଙ୍ଗା - ସୁଶାନ୍ତ କୁମାର ନନ୍ଦ - କର୍ଣ୍ଣ ବଦ୍ଧ ଗୀତିନାଟ୍ୟ
5.45 PM-6 PM - ନ୍ରିତ୍ୟ ପ୍ରଜ୍ଞା ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ, କଟକ - ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି - ଓଡ଼ିଶୀ
ପଢନ୍ତୁ ସମ୍ପୂର୍ଣ: ବାଲିଯାତ୍ରାରେ ବହି ପ୍ରତି ବଢ଼ୁଛି ଭଲ ପାଇବା; ମାଗଣାରେ ଲକ୍ଷେରୁ ଅଧିକ ବହି ବାଣ୍ଟୁଛି ପ୍ରଶାସନ
ଉପସ୍ଥାପକ: ପୀୟୂଷ ପଟ୍ଟନାୟକ
6.05 PM-6.15 PM - ନ୍ରିତ୍ୟ ଦର୍ପଣ, ଭୁବନେଶ୍ଵର - ଲକ୍ଷ୍ମୀଧର ଜେନା - ଓଡ଼ିଶୀ
6.20 PM-6.30 PM - ଦଧି ବାମନ ଜୀଉ ସାଂସ୍କୃତିକ ସଂଗଠନ, ଜଗତସିଂହପୁର - ଦେବେନ୍ଦ୍ରନାଥ ଭୋଇ - ସମ୍ବଲପୁରୀ ଲୋକକଳା
6.35 PM-6.50 PM - କଲେକ୍ଟରିଏଟ୍ ଷ୍ଟାଫ - ଆଦିବାସୀ ନୃତ୍ୟ (ଧାଗଡ଼ା-ଧାଙ୍ଗିଡ଼ି ଆଣ୍ଡ ଧାପ୍)
6.55 PM-7.10 PM- ପ୍ରଣାମ, ବୌଦ୍ଧ - ପ୍ରଶାନ୍ତ କୁମାର ଭାଇନା
7.15 PM-7.30 PM - ରୋଜ ଟ୍ରି ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍, କଟକ - ଜ୍ଞାନ ରଞ୍ଜନ ନାୟକ - ମୁଁ ଓଡ଼ିଆ
7.35 PM-8.10 PM - ନୃତ୍ୟ ଧ୍ଵନି ଡ୍ୟାନ୍ସ ଏକାଡେମୀ ଛାତ୍ର, ଜଗତସିଂହପୁର - ବାସୁଦେବ ମହାରଣା - ଢେମସା
8.15 PM-8.30 PM - ଶିଳ୍ପୀକଳା ନିକେତନ, କଟକ - ସବିତା ମହାନ୍ତି - ଓଡ଼ିଶୀ
8.35 PM-11 PM - ଶଶାଙ୍କ ସେଖର ଏବଂ ସାଥୀ (ଓଲିଉଡ୍)

ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଅତିଥି ହେଉଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସମ୍ମାନିତ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ, କଟକ ଗ୍ରାମାଞ୍ଚଳ ଏସ୍ପି ବିନୀତ ଅଗ୍ରୱାଲ, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର, କଟକର ନିର୍ଦ୍ଦେଶକ ଡାକ୍ତର ଦୀପକ ରାଉତରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories