Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Baliyatra

Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ତୃତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

Sushanta Sahoo
Browse all articles by Sushanta Sahoo
·8 months ago·3 min read
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ତୃତୀୟ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

Key Points

ଶୁକ୍ରବାର ଆଜି ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କଟକ: ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ତୃତୀୟ ଦିନ । ଶୁକ୍ରବାର ଆଜି ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଗଣକବି ବୈଷ୍ଣବ ପାଣି ମଞ୍ଚ, ତୃତୀୟ ଦିନର କାର୍ଯ୍ୟକ୍ରମ

ଉପସ୍ଥାପକ: ହର୍ଷ ବିହାରୀ ଦାଶ
୪ଟା ରୁ ୪ଟା ୧୫: ସ୍ୱାମୀ ଚିଦାନନ୍ଦ ମେମୋରିଆଲ ଟ୍ରଷ୍ଟ, କଟକ - ଅନୀତା ମିଶ୍ର - ରିମିକ୍ସ ଓଡ଼ିଆ ଲୋକ ନୃତ୍ୟ
୪ଟା ୨୦ରୁ ୫ଟା: ଭକ୍ତି ଅର୍ଘ୍ୟ ଭଜନ ସନ୍ଧ୍ୟା, କଟକ - ସାନ୍ତନୁ ପଣ୍ଡା - ଭଜନ
୫ଟା ୫ରୁ ୫ଟା ୨୦: ରକ୍ ଷ୍ଟାର ମ୍ୟୁଜିକ୍, କଟକ - ତପସ୍ୱିନୀ ମିଶ୍ର - ସଂଗୀତ କାର୍ଯ୍ୟକ୍ରମ
୫ଟା ୨୦ରୁ ୬ଟା: ନାଟ୍ୟୋତ୍ସବ ନାଟକ ଫାଇନାଲିଷ୍ଟ - ନାଟକ

ଉପସ୍ଥାପକ: ସୁଜିତ ପାଇକରାୟ
୬ଟା ୫ରୁ ୬ଟା ୨୦: ଗୁରୁକୁଳ ଡ୍ୟାନ୍ସ ଏକାଡେମୀ, କଟକ - କୃଷ୍ଣ ଚନ୍ଦ୍ର ନାୟକ, 'ସାନ୍ତାଳୀ ଲୋକନୃତ୍ୟ, ପରିଚୟ ଯୁଗ ଯୁଗର'
୬ଟା ୨୫ରୁ ୬ଟା ୪୦: ପଞ୍ଚପୁଷ୍ପ କଳା ସଂସଦ, କଟକ - ନମିତା ରାଣୀ ଉତ୍ତରାୟ - 'ତ୍ରାହି ଦୁର୍ଗା ଓଡ଼ିଶୀ'
୬ଟା ୪୫ରୁ ୭ଟା: ବିରଜା କଲଚରାଲ ଏକାଡେମୀ, ଯାଜପୁର - ରାଧା ରମଣ ଦାଶ - ଋତୁଚକ୍ର

୭ଟାରୁ ୭ ଟା୩୦: ବୈଠକ
୭ଟା ୩୫ରୁ ୭ଟା ୫୦: ଲଶ୍ୟ ଡ୍ୟାନ୍ସ ଏକାଡେମୀ, କଟକ - ସମୀକ୍ଷା ଦିକ୍ଷୀତ - ଦକ୍ଷ ଯଜ୍ଞ
୭ଟା ୫୫ରୁ ୮ଟା ୫: ଟି.ଜି. ସୁରକ୍ଷା ଟ୍ରଷ୍ଟ, ଭୁବନେଶ୍ୱର - ପ୍ରଶାତ କୁମାର ପରିଡ଼ା - ସମ୍ବଲପୁରୀ ଡ୍ୟାନ୍ସ
୮ଟା ୫ରୁ ୮ଟା ୧୫: 'ସଂଗୀତ ନୃତ୍ୟ ଏକାଡେମୀ ସାଲେପୁର' - ପ୍ରୀତିଲତା ନାୟକ - ପାଇକ ବିଦ୍ରୋହ
୮ଟା ୧୫ରୁ ୮ଟା ୨୫: 'ଗୌରୀ ମା ସଂସ୍କୃତିକା କଳା ପରିଷଦ, କଟକ' - ସ୍ୱର୍ଣ୍ଣପ୍ରଭା ସାହୁ - 'ମହାଭାରତ ସେମି-କ୍ଲାସିକାଲ'
୮ଟା ୩୦ରୁ ୧୧ଟା: ରୁକୁ ସୋନା (ଓଲିଉଡ୍)


ଅକ୍ଷୟ ମହାନ୍ତି ମଞ୍ଚ, ତୃତୀୟ ଦିନର କାର୍ଯ୍ୟକ୍ରମ

ଉପସ୍ଥାପକ: ଦୀପ୍ତି ଦାଶ
୪ଟାରୁ ୪ଟା ୩୦: ସପ୍ତକ ମ୍ୟୁଜିକ୍ କଳା କେନ୍ଦ୍ର, କଟକ - ସୁଧାକର ମୁଦୁଲି - ଓଡ଼ିଆ ଭଜନ
୪ଟା ୩୫ରୁ ୪ଟା ୪୫: ବାସୁଦେବ କଳା ପରିଷଦ, କଟକ - ରଜତ କୁମାର ବେହେରା - ସମ୍ବଲପୁରୀ
୪ଟା ୫୦ରୁ ୫ଟା ୫: ୟୁରୋବିଟ୍ ଡ୍ୟାନ୍ସ ଏକାଡେମୀ, କଟକ - ଭାଗିରଥୀ ସାହୁ - ତ୍ରାହି ଦୁର୍ଗା
୫ଟା ୧୦ରୁ ୫ଟା ୨୦: ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋରଦେବା ମହାସତସନ, କଟକ - ପ୍ରମୋଦ କୁମାର ନାୟକ - ଲୋକକଳା
୫ଟା ୨୫ରୁ ୫ଟା ୪୦: ଦେଭସ୍ ଡ୍ୟାନ୍ସ ସେଣ୍ଟର, କଟକ - ଦେବେନ୍ଦ୍ର ପାତ୍ର - ଅପରେସନ୍ ସିନ୍ଦୂର
୫ଟା ୪୫ରୁ ୫ଟା ୫୫: ଦୁଃଖିରାମ ସ୍ୱାଇଁ କଳା ପ୍ରତିଷ୍ଠାନ, ଜଗତସିଂହରପୁର - ଅଜୟ କୁମାର ଗୋଚ୍ଛାୟତ - ସମ୍ବଲପୁରୀ
୬ଟାରୁ ୬ଟା ୨୫: ଲୋକ ଦର୍ପଣ ସାଂସ୍କୃତିକ ସଂସ୍ଥାନ, ମଧ୍ୟପ୍ରଦେଶ - ଅରବିନ୍ଦ କୁମାର ଯାଦବ - ବଧାଈ ଡ୍ୟାନ୍ସ
୬ଟା ୩୦ରୁ ୬ଟା ୪୫: ସମ୍ବଲପୁରୀ ସଂସ୍କୃତ ଅନୁଷ୍ଠାନ, ସମ୍ବଲପୁର - ଧିରଜ କରଳି - ଡାଲଖାଇ
୬ଟା ୫୦ରୁ ୭ଟା: ମା ମଙ୍ଗଳା ତୃତୀୟ ଲିଙ୍ଗ ଦଳ, କଟକ - ମୋନାଲିସା କିନ୍ନର - ଡ୍ୟାନ୍ସ
୭ଟାରୁ ୭ଟା ୩୦: ଲାଲ୍ ଆଜାଦ, କଟକ - ନାଜିର ଖାନ୍ - ସଂଗୀତ
ଉପସ୍ଥାପକ: ପୁପିନ୍ଦ୍ର ସିଂ
୭ଟା ୩୦ରୁ ୧୧ଟା: ହର୍ଶଦୀପ କୌର ଏବଂ ସାଥି (ବଲିଉଡ୍‌)


ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ତୃତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମ୍ମାନିତ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ଅବକାରୀ ବିଭାଗ କମିଶନର ଅନ୍ଵେଶା ରେଡ୍ଡୀ, କଟକ ମହାନଗର ପୂଜା କମିଟିର ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ. ସିଏମସି କମିଶନର କିରନଦୀପ କୌର ସହୋତା, ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ଶ୍ଯାମାମଣି ଦେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Baliyatra Cuttack 2025 Day 3: Full Cultural Program Schedule | Argus News | Argus News