Historic Baliyatra Cuttack / ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ପଞ୍ଚମ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...
·8 months ago·3 min read

Key Points
ଆଜି ରବିବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
କଟକ: ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ପଞ୍ଚମ ଦିନ । ଆଜି ରବିବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଗଣକବି ବୈଷ୍ଣବ ପାଣି ମଞ୍ଚ, ପଞ୍ଚମ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ଜାଜ୍ଞସେନୀ ନାୟକ
4 PM-4.30 PM - ଭକ୍ତି ନିର୍ମାଲ୍ୟ ଭଜନ ସନ୍ଧ୍ୟା, କଟକ - ସଞ୍ଜୟ କୁମାର ଦେ - ଭଜନ
4.35 PM-4.50 PM - ନୀଳାଦ୍ରି ଗୋଟିପୁଅ ନୃତ୍ୟ ପରିଷଦ, ପୁରୀ - ସୁଦର୍ଶନ ରାୟ - ରାଧାରାଣୀ ସାଙ୍ଗେ ନାଚେ (ଓଡ଼ିଶୀ)
4.55 PM-5.05 PM - ନ୍ୟାସନାଲ କଲଚରାଲ୍ କଳା ପ୍ରତିଷ୍ଠାନ, କଟକ - ଧାରାଶ୍ରୀ ମହାରଣା - ଶାସ୍ତ୍ରୀୟ ନୃତ୍ୟ
5.10 PM-5.20 PM - ପାୟଲ ଇନଷ୍ଟିଚ୍ୟୁଟ୍, କଟକ - ଅନିମା ଜେନା - ଢେମସା
5.25 PM-5.40 PM - ଅନନ୍ୟା କଳା ମନ୍ଦିର, ପୁରୀ - ସନ୍ତୋଷ କୁମାର ପ୍ରଧାନ - ମାହାରି ନୃତ୍ୟ
5.55 PM-6.10 PM - କୋରିଓଗ୍ରାଫିକ୍ କଟକ ଡ୍ୟାନ୍ସ E.Z.C.C - ସନ୍ଦୀପ ମଲ୍ଲିକ - କଲର୍ସ ଅଫ୍ କଥକି
ଉପସ୍ଥାପକ: ସୁଭମ ବେହେରା
6.15 PM-6.50 PM - ସୁବାସ ଦାଶ ଆଣ୍ଡ ଟ୍ରୁପ୍, କଟକ - ସୁବାସ ଦାଶ - ସଙ୍ଗୀତ
6.55 PM-7.25 PM: ବୈଠକ
7.30 PM-11.00 PM - ହମସୁଫି ବ୍ୟାଣ୍ଡ

ଅକ୍ଷୟ ମହାନ୍ତି ମଞ୍ଚ, ପଞ୍ଚମ ଦିନର କାର୍ଯ୍ୟକ୍ରମ
ଉପସ୍ଥାପକ- ଗୀତାଞ୍ଜଳି ପଣ୍ଡା
4 PM-4.25 PM - ଡିପି ମ୍ୟୁଜିକ୍, କଟକ - ପୂର୍ଣ୍ଣେନ୍ଦୁ ପ୍ରଧାନ - ଭଜନ
4.30 PM-4.40 PM - ବାରବାଟୀ ଡ୍ୟାନ୍ସ ଏକାଡେମୀ, କଟକ - ଏନ୍.କାଜଲ ରାଓ - ଦୁର୍ଗା ସ୍ତୁତି ଓଡ଼ିଶୀ
4.45 PM-4.55 PM - ସାରଳା ଡ୍ୟାନ୍ସ ଏକାଡେମୀ, ଜଗତସିଂହପୁର - ସୁଶ୍ରୀ ସଙ୍ଗୀତା ମହାରଣା - ଲୋକକଳା
5.00 PM-5.10 PM - ନୃତ୍ୟ ସାଧନା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵର - ହରେକ୍ରିଷ୍ଣା ବାରିକ - କ୍ରିଏଟିଭ୍, ଓଡ଼ିଶୀ, ଲୋକକଳା
5.15 PM-6.10 PM - ସଂସ୍କୃତି ବିହାର, କଟକ - ସତ୍ୟ ନାରାୟଣ ଦାସ - ଗୀତିନାଟ୍ୟ କର୍ଣ୍ଣ ବଦ୍ଧ
ଉପସ୍ଥାପକ: ମାନସୀ ମିଶ୍ର
6.10 PM-6.20 PM - ନରେନ୍ଦ୍ରପୁର ଲୋକ ନୃତ୍ୟ, ଗଞ୍ଜାମ - ରାଜେନ୍ଦ୍ର ପ୍ରସାଦ ପାତ୍ର - ରଣପା ଲୋକ ନୃତ୍ୟ
6.25 PM-6.35 PM - ଆଶେଲ୍ଲେସ ପବ୍ଲିକ୍ ସ୍କୁଲ୍, କଟକ - ପାରମିତା ସୁଭଦର୍ଶିନୀ - ଜିମ୍ନାଷ୍ଟିକ୍ସ ଫ୍ୟାସନ ଶୋ
6.40 PM-6.50 PM - ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ, ମୟୂରଭଞ୍ଜ - ଲଡୁକେଶ୍ଵର ରଣା - ଛଉ ନୃତ୍ୟ
6.50 PM-7.05 PM- ନୃତ୍ୟଶାଳା, କଟକ - ଚିତ୍ତରଞ୍ଜନ ସାହାଣୀ - ଓଡ଼ିଶୀ
7.10 PM-7.30 PM - ସଙ୍ଗୀତ କଳା ସଂସଦ, ଚୌଦ୍ଵାର - ଉତ୍ସବ ଚରଣ ଦାସ - ଚଇତି ଘୋଡ଼ା ନାଚ
7.35 PM-7.50 PM - ଓଡ଼ିଶୀ ନୃତ୍ୟ ମଣ୍ଡଳ, କଟକ - ଆଶିଷ କୁମାର ଦାସ - ବର୍ଷାର ଅଭିସାର ଓଡ଼ିଶୀ ଡ୍ୟାନ୍ସ ବାଲେଟ୍
7.55 PM-8.10 PM - ମହାବୀର ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି - ସୁଶାନ୍ତ କୁମାର ସିଂ - ଘୁମୁରା ନୃତ୍ୟ
8.15 PM-8.30 PM - ତ୍ରିବେଣୀ କଳା କେନ୍ଦ୍ର, କଟକ - ରେଖା ମହାନ୍ତି - ଓଡ଼ିଶୀ
8.35 PM-11.00 PM - ଅନ୍ତରା ଚକ୍ରବର୍ତ୍ତୀ ଏବଂ ସାଥୀ (ଓଲିଉଡ୍)

ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଅତିଥି ହେଉଛନ୍ତି ଆଇନ୍, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ଏଜି ପୀତାମ୍ବର ଆଚାର୍ଯ୍ୟ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋର, ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କଟକର ଅଧୀକ୍ଷକ ଡାକ୍ତର ସୁବାସ ଚନ୍ଦ୍ର ରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏଥିସହ ପଢ଼ନ୍ତୁ: ବାଲିଯାତ୍ରାରେ ବହି ପ୍ରତି ବଢ଼ୁଛି ଭଲ ପାଇବା; ମାଗଣାରେ ଲକ୍ଷେରୁ ଅଧିକ ବହି ବାଣ୍ଟୁଛି ପ୍ରଶାସନ
ଆହୁରି ପଢ଼ନ୍ତୁ: ଇଣ୍ଡୋନେସିଆକୁ ପ୍ରାଚୀନ କଳିଙ୍ଗ ସହ କେମିତି ଯୋଡ଼ିଥିଲା ଜଗନ୍ନାଥ ସଂସ୍କୃତି ? କିଭଳି ଥିଲା ନୌବାଣିଜ୍ୟର ଭୂମିକା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories