Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Budget

Budget Highlights; ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ପାଇଁ 820 କୋଟିର ବ୍ୟୟ ଅଟକଳ

Smruti Parija
Browse all articles by Smruti Parija
·1 year ago·1 min read
Budget Highlights; ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ପାଇଁ 820 କୋଟିର ବ୍ୟୟ ଅଟକଳ

ଗୃହରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 2025-26 ଆର୍ଥିକ ବର୍ଷ ପାଇଁ 2 ଲକ୍ଷ 90 କୋଟି ଟଙ୍କାର ବଜେଟ୍ ଆଗତ ହୋଇଥିବାବେଳେ କେଉଁ ଯୋଜନା ପାଇଁ କେତେ ଟଙ୍କା ବ୍ୟୟ ଅଟକଳ ରହିଛି ନଜର ପକାନ୍ତୁ ....


ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା - 820 କୋଟି


ଅନ୍ତୋଦୟ ଗୃହ ଯୋଜନା -2603 କୋଟି


ପଞ୍ଚସଖା ଶିକ୍ଷା ସେତୁ ଯୋଜନା -140 କୋଟି


ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇ ଦିଆଯିବା ପାଇଁ 193 କୋଟି


ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପାଇଁ 194 କୋଟି


ସ୍କୁଲ ଶିକ୍ଷା ପାଇଁ 31 ହଜାର କୋଟିରୁ ଅଧିକ


ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ 7 ହଜାର ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ ପାଇଁ 2260 କୋଟି


ଆମ କୁନି ପିଲା ଅଭିଯାନ ପାଇଁ 8 କୋଟି


ଯୋଶଦା ଅଧୀନରେ ଆଶୀର୍ବାଦ ନାମକ ଉପ ଯୋଜନା ପାଇଁ 83 କଟି


କର୍କଟ ଚିକିତ୍ସା ପାଇଁ 270 କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୂଆ ଓଡ଼ିଶା ଯୋଜନା ପାଇଁ 135 କୋଟି


ୱାର୍ଲଡ଼ ସ୍କିଲ ସେଣ୍ଟର ପାଇଁ 123 କୋଟି


ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ 1180 କୋଟି


PMAY ଅଧୀନରେ 5 ଲକ୍ଷ ଘର ନିର୍ମାଣ ପାଇଁ 4 ହଜାର 500 କୋଟି


PVTGର ଉନ୍ନତି ପାଇଁ PM -JANMANରେ 200 କୋଟି


କୃଷି ପାଇଁ ୩୭ ହଜାର ୮୦୦କୋଟି ବ୍ୟୟ ଅଟକଳ


ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ ରହିଛି


ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ


ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି


ନଳକୂପ ଗୁଡ଼ିକ ପାଇଁ ବଜେଟ୍‌ରେ ୧୧୫୦ କୋଟି ରହିଛି


ମତ୍ସ୍ୟ, ପଶୁପାଳନ ପାଇଁ ୧୯୦୯ କୋଟି


କ୍ରୀଡା ପାଇଁ ୯୪୩ କୋଟି


Sponsored
budget-highlights-2025-26 | Argus News