Amazon Now / ଗ୍ରାହକଙ୍କ ପାଇଁ ଖୁସି ଖବର, ଅଲ୍ଟ୍ରା ଫାଷ୍ଟ ଡେଲିଭରି କରିବ ଆମାଜନ ନାଓ
·9 months ago·2 min read

Key Points
ପ୍ରତିଦିନ ୨ ମାଇକ୍ରୋ ଷ୍ଟୋର ଖୋଲିବ ଆମାଜନ ନାଓ
ଅଲ୍ଟ୍ରା ଫାଷ୍ଟ ଡେଲିଭରି ପାଇଁ କମ୍ପାନିର ଯୋଜନା

ବଡ଼ ଘୋଷଣା କଲା ଆମାଜନ। ଏଥର କରିବ ଅଲ୍ଟ୍ରା ଫାଷ୍ଟ ଡେଲିଭରି। ପ୍ରତିଦିନ ୨ ମାଇକ୍ରୋ ଷ୍ଟୋର ଖୋଲିବ ଆମାଜନ ନାଓ। କମ୍ପାନିର ଯୋଜନା ଅନୁସାରେ ଆମାଜନ ନାଓ, ଦେଶରେ ପ୍ରତିଦିନ ଦୁଇଟି ନୂଆ ଡାର୍କ ଷ୍ଟୋର ଖୋଲିବ ଏବଂ ବର୍ଷ ଶେଷ ସୁଦ୍ଧା ସମୁଦାୟ ଏହାର ମାଇକ୍ରୋ- ଫୁଲଫିଲମେଣ୍ଟ ସେଣ୍ଟର ସଂଖ୍ୟା ୩୦୦ରୁ ଅଧିକରେ ପହଞ୍ଚାଇବ । ବର୍ତ୍ତମାନ ଆମାଜନ ନାଓର ପ୍ରାୟ ୨୫୦ ଫୁଲଫିଲମେଣ୍ଟ ସେଣ୍ଟର ରହିଛି ।
କମ୍ପାନି ସୋମବାର ଦେଇଥିବା ସୂଚନା ଅନୁସାରେ, କମ୍ପାନି ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ବାଇରେ ଉପସ୍ଥିତିକୁ ମଜଭୁତ କରିବାକୁ ଚାହୁଛି। କାରଣ ଫ୍ଲିପକାର୍ଟ, ବ୍ଲିଙ୍କଇଟ୍, ଜେପ୍ଟୋ ଏବଂ ଇନଷ୍ଟାମାର୍ଟ ଭଳି କମ୍ପାନି କ୍ବିକ୍ କମର୍ସଙ୍କ ସହ ମୁକାବିଲା ବଢ଼ୁଛି। ଦେଶରେ ଦ୍ରୁତ ଭାବରେ ବଢ଼ୁଥିବା କ୍ବିକ୍ କମର୍ସ ମାର୍କେଟରେ ନିଜ ଉପସ୍ଥିତି ମଜଭୁତ କରୁଛି ଆମାଜନ। ଏଥିପାଇଁ କମ୍ପାନି ଏହାର ଆମାଜନ ନାଓ (Amazon Now) ସର୍ଭିସକୁ ଆହୁରି ବିସ୍ତାର କରିବାକୁ ଯୋଜନା କରିଛି।ଆମାଜନ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ସମୀର କୁମାରଙ୍କ ଏକ ବିବୃତ୍ତି ଅନୁସାରେ, ଦ୍ରୁତ ଭାବରେ ରୋଲଆଉଟ କରିବା ଏବଂ ଷ୍ଟୋର ନିକଟବର୍ତ୍ତୀ ଲୋକଙ୍କ ପାଖରେ ଯଥାଶୀଘ୍ର ଡେଲିଭରି ପହଞ୍ଚାଇବା ପାଇଁ ଏହା ହେଉଛି ଆମାଜନର ପ୍ରତିଶ୍ରୁତି।’’
ଏଥିସହ ପଢ଼ନ୍ତୁ: RBI ନେବେ ବଡ଼ ନିଷ୍ପତ୍ତି, ଶସ୍ତା ହେବ ଋଣ...
ସେ କହିଛନ୍ତି ଆମାଜନ ନାଓ ପ୍ରାୟ ୪୦ ହଜାର ପ୍ରକାରର ଜରୁରୀ ସାମଗ୍ରୀ ଏବଂ ଗ୍ରୋସରୀ ସାମଗ୍ରୀ କିଛି ଘଣ୍ଟାରେ ଲୋକଙ୍କ ନିକଟରେ ପହଞ୍ଚାଇବ। ସମୀର ଆହୁରି କହିଛନ୍ତି, ଏହି ଯୋଜନା ଭାରତର କ୍ବିକ୍ କମର୍ସ ସେଗମେଣ୍ଟରେ ଆମାଜନର ଏପର୍ଯ୍ୟନ୍ତର ସବୁଠୁ ବଡ଼ ପଦକ୍ଷେପ। ଏହା ଏଭଳି ଏକ କ୍ଷେତ୍ର ଯାହାର ଚାହିଦା ବହୁତ ବଢ଼ଛି। କାରଣ ସହରାଞ୍ଚଳରେ ଗ୍ରାହକ ନ୍ଦୈନନ୍ଦିନ ଆବଶ୍ୟକତାକୁ ଯଥାଶୀଘ୍ର ପୂରଣ କରିବାକୁ ଚାହୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଆମାଜନ ଓ ଫ୍ଲିପକାର୍ଟ ଏବେ ଫାଇନାନ୍ସିଆଲ ମାର୍କେଟରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ । ଏକ ରିପୋର୍ଟ ଅନୁସାରେ ଏବେ ଉଭୟ ପ୍ଲାଟଫର୍ମ ଲୋନ ବିତରଣ କରିବାକୁ ବ୍ୟବସ୍ଥା କରୁଛନ୍ତି। ଏଥିରେ ଆମାଜନ ଭାରତରେ ଛୋଟ ବିଜନେସ୍ କୁ ଆର୍ଥିକ ସମର୍ଥନ କରିବାକୁ ଯୋଜନା କରିଥିବା ବେଳେ ଫ୍ଲିପକାର୍ଟ ଏବେ କିଣନ୍ତୁ ଓ ପରେ ପୈଠ କରନ୍ତୁ (ବିଏନପିଏଲ) ଯୋଜନା ନେଇ ବିଚାର କରୁଛି। ଦୁଇଟି ଇ-କମର୍ଶ କମ୍ପାନୀ ହୋଇଥିବାବେଳେ ଦୁହିଁଙ୍କ ଭିତରେ ଚାଲିଛି ବଡ଼ ଫାଇଟ୍। ଗ୍ରାହକଙ୍କ ପାଖରେ ଶୀଘ୍ର ଏବଂ ଭଲ ଏହାସହ କମ୍ ମୂଲ୍ୟର ସୁବିଧା ଯିଏ ଦବ ସିଏ ବର୍ତ୍ତମାନ ଆଗରେ ରହିବ। ଯାହାକୁ ଦୃଷ୍ଟିରେ ରଖି ଆମାଜନ ନାଓ ଏପରି ବଡ଼ ନିଷ୍ପତ୍ତି ନେଇଛି।
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:
Related Topics
Explore more stories