Bank Holiday Alert / ଜୁଲାଇ ୧୩ରୁ ୧୯ ତାରିଖ ମଧ୍ୟରେ ବ୍ୟାଙ୍କ ଲଗାତାର ୪ ଦିନ ବନ୍ଦ; ଦେଖି ନିଅନ୍ତୁ ଛୁଟି ତାଲିକା
·1 hour ago·2 min read

Key Points
ଚଳିତ ସପ୍ତାହରେ ବ୍ୟାଙ୍କ ୪ ଦିନ ଲଗାତାର ବନ୍ଦ ରହିବ । ତେବେ ରାଜ୍ୟ ଅନୁସାରେ, ଛୁଟି ଦିନ ଅଲଗା ହୋଇପାରେ । ତେଣୁ କେଉଁଠି ବ୍ୟାଙ୍କ ବନ୍ଦ ରହିବ ଓ ଅନ୍ୟ କେଉଁଠି ସ୍ଵାଭାବିକ ଭାବେ ଖୋଲା ରହିବ ।
ନୂଆଦିଲ୍ଲୀ: ନୂଆ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି । ଆଉ ଅନେକ ଲୋକ ଚଳିତ ସପ୍ତାହରେ ବ୍ୟାଙ୍କ ଯାଇ ନିଜ କାମ ସାରିବା କଥା ଭାବୁଛନ୍ତି । ଯଦି ଆପଣ ବି ବ୍ୟାଙ୍କରେ ଟଙ୍କା ଜମା, ଚେକ୍ ଜମା, କେୱାଇସି, ଡିମାଣ୍ଡ ଡ୍ରାଫ୍ଟ ଆଦି ପାଇଁ ବ୍ୟାଙ୍କ ଯିବାର ଅଛି, ତାହେଲେ ପ୍ରଥମେ ଜାଣି ନିଅନ୍ତୁ ଚଳିତ ସପ୍ତାହରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।
ଚଳିତ ସପ୍ତାହରେ ବ୍ୟାଙ୍କ ୪ ଦିନ ବନ୍ଦ ରହିବ । ତେବେ ରାଜ୍ୟ ଅନୁସାରେ, ଛୁଟି ଦିନ ଅଲଗା ହୋଇପାରେ । ତେଣୁ କେଉଁଠି ବ୍ୟାଙ୍କ ବନ୍ଦ ରହିବ ଓ ଅନ୍ୟ କେଉଁଠି ସ୍ଵାଭାବିକ ଭାବେ ଖୋଲା ରହିବ । ତେଣୁ ଘରୁ ବାହାରିବା ଆଗରୁ ଦେଖି ନିଅନ୍ତୁ ଏ ସପ୍ତାହରେ ବ୍ୟାଙ୍କ କେଉଁ କେଉଁ ଦିନ ବନ୍ଦ ରହିବ । ଯେଭଳି ଆପଣ ବ୍ୟାଙ୍କ ପହଞ୍ଚିଲା ବେଳେକୁ ସେଠି ତାଲା ଝୁଲୁ ନଥିବ ।
ଏଥିସହ ପଢ଼ନ୍ତୁ: EPFO ପୋର୍ଟାଲରେ ନୂଆ ସୁବିଧା: ଏହି ୪ ଷ୍ଟେପ୍ PF ଟଙ୍କା ଟ୍ରାନ୍ସଫର
କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ?
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଛୁଟି କ୍ୟାଲେଣ୍ଡର ଅନୁସାରେ, ୨୦୨୬ ଜୁଲାଇ ୧୩ରୁ ୧୯ ତାରିଖ ମଧ୍ୟରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ମୋଟ ୪ ଦିନ ବନ୍ଦ ରହିବ । ଏହି ଛୁଟିରେ ସ୍ଥାନୀୟ ଉତ୍ସବ, ସ୍ଥାନୀୟ ଆୟୋଜନ ଓ ସାପ୍ତାହିକ ଅବକାଶ ରହିଛି । ଦେଶର ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ RBIର ହଲିଡେ କ୍ୟାଲେଣ୍ଡର ଅନୁସରଣ କରନ୍ତି ।
ତୁରନ୍ତ ସାରି ଦିଅନ୍ତୁ କାମ
୧୩ ଜୁଲାଇ, ୧୪ ଜୁଲାଇ ଓ ୧୫ ଜୁଲାଇ ଅର୍ଥାତ୍ ସୋମବାର, ମଙ୍ଗଳବାର ଓ ବୁଧବାର ଦେଶର ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ସାମାନ୍ୟ ଭାବେ ଖୋଲା ରହିବ । ଯଦି ଆପଣଙ୍କୁ ବ୍ୟାଙ୍କରେ କୌଣସି କାମ ଅଛି ତାହେଲେ ଏହି ୩ ଦିନ ମଧ୍ୟରେ ସାରି ଦେବାକୁ ଚେଷ୍ଟା କରନ୍ତୁ ।
ଏଥିସହ ପଢ଼ନ୍ତୁ: ଅଷ୍ଟମ ବେତନ କମିଶନରେ ବଡ଼ ପରିବର୍ତ୍ତନ ଦରମା ସହ ବଦଳିବ ଭତ୍ତା ଓ ପେନସନ
ଜୁଲାଇରେ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ
RBIର ହଲିଡେ କ୍ୟାଲେଣ୍ଡର ଅନୁସାରେ, ଜୁଲାଇରେ ଜାତୀୟ, ଆଞ୍ଚଳିକ ଓ ସାପ୍ତାହିକ ଅବକାଶକୁ ମିଶାଇ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଯେଉଁଥିରେ ଦ୍ଵିତୀୟ ଓ ଚତୁର୍ଥ ଶନିବାର ସହ ସମସ୍ତ ରବିବାର ମଧ୍ୟ ସାମିଲ୍ । ଜୁଲାଇ, ୫, ୧୨, ୧୯ ଓ ୨୬ ରବିବାର ପାଇଁ ଦେଶରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୧ ଜୁଲାଇ ଦ୍ଵିତୀୟ ଶନିବାର ଓ ୨୫ ଜୁଲାଇ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ଖୋଲିବ ନାହିଁ ।

- ୧୬ ଜୁଲାଇ, ଗୁରୁବାର ଉତ୍ତରାଖଣ୍ଡ ଓ ମଣିପୁରରେ ହରେଲା ଉତ୍ସବ ଲାଗି ବନ୍ଦ ରହିବ ବ୍ୟାଙ୍କ । ସେହିଭଳି ଓଡ଼ିଶାରେ ରଥଯାତ୍ରା ପାଇଁ ବ୍ୟାଙ୍କ ଶାଖା ଖୋଲିବ ନାହିଁ ।
- ୧୭ ଜୁଲାଇ, ଶୁକ୍ରବାର ମେଘାଳୟରେ ତିରୋତ ସିଂହଙ୍କ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
- ୧୮ ଜୁଲାଇ, ଶନିବାର ସିକ୍କିମରେ ଡୁକପା ତେଶ ଜି (Drukpa Tshe-zi) ପର୍ବ ଲାଗି ବ୍ୟାଙ୍କ ଛୁଟି ରହିବ ।
- ୧୯ ଜୁଲାଇ, ରବିବାର ସମଗ୍ର ଦେଶରେ ସାପ୍ତାହିକ ଛୁଟି ପାଇଁ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ ।
ତୁରନ୍ତ ସାରି ଦିଅନ୍ତୁ କାମ
୧୩ ଜୁଲାଇ, ୧୪ ଜୁଲାଇ ଓ ୧୫ ଜୁଲାଇ ଅର୍ଥାତ୍ ସୋମବାର, ମଙ୍ଗଳବାର ଓ ବୁଧବାର ଦେଶର ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ସାମାନ୍ୟ ଭାବେ ଖୋଲା ରହିବ । ଯଦି ଆପଣଙ୍କୁ ବ୍ୟାଙ୍କରେ କୌଣସି କାମ ଅଛି ତାହେଲେ ଏହି ୩ ଦିନ ମଧ୍ୟରେ ସାରି ଦେବାକୁ ଚେଷ୍ଟା କରନ୍ତୁ ।
ଏଥିସହ ପଢ଼ନ୍ତୁ: ଅଷ୍ଟମ ବେତନ କମିଶନରେ ବଡ଼ ପରିବର୍ତ୍ତନ ଦରମା ସହ ବଦଳିବ ଭତ୍ତା ଓ ପେନସନ
ଜୁଲାଇରେ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ
RBIର ହଲିଡେ କ୍ୟାଲେଣ୍ଡର ଅନୁସାରେ, ଜୁଲାଇରେ ଜାତୀୟ, ଆଞ୍ଚଳିକ ଓ ସାପ୍ତାହିକ ଅବକାଶକୁ ମିଶାଇ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଯେଉଁଥିରେ ଦ୍ଵିତୀୟ ଓ ଚତୁର୍ଥ ଶନିବାର ସହ ସମସ୍ତ ରବିବାର ମଧ୍ୟ ସାମିଲ୍ । ଜୁଲାଇ, ୫, ୧୨, ୧୯ ଓ ୨୬ ରବିବାର ପାଇଁ ଦେଶରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୧ ଜୁଲାଇ ଦ୍ଵିତୀୟ ଶନିବାର ଓ ୨୫ ଜୁଲାଇ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ଖୋଲିବ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories