Eugenix / ବେଙ୍ଗାଲୁରୁରେ ଖୋଲିଲା Eugenix Hair Sciences
·58 mins ago·2 min read

Key Points
Eugenix Hair Sciencesର ନୂଆ ଶାଖା ଇନ୍ଦିରାନଗର ଡୋମଲୁର ରାସ୍ତାର HAL 2nd stageରେ ୧୦୦ ଫୁଟ୍ ରୋଡ୍ରେ ଖୋଲିଛି । ୬ ହଜାର ସ୍କୋୟାର୍ ଫୁଟ ଅଞ୍ଚଳରେ ବହୁତଳ ବିଲ୍ଡିଂରେ ଗୋଟିଏ ଛାତ ତଳେ ଏଠି କେଶ ପ୍ରତିରୋପଣ ସମ୍ପର୍କିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ ।
ବେଙ୍ଗାଲୁରୁ: ଦେଶର ଅନ୍ୟତମ ଅଗ୍ରଣୀ କେଶ ପ୍ରତିରୋପଣ ସଂସ୍ଥା Eugenix Hair Sciences ତାର ଶାଖା ବିସ୍ତାର କରି ଚାଲିଛି । ଏହି କ୍ରମରେ Eugenix Hair Sciences କର୍ଣ୍ଣାଟକର ବେଙ୍ଗାଲୁରୁରେ ଶାଖା ଖୋଲିଛି । ବେଙ୍ଗାଲୁରୁର ଇନ୍ଦିରାନଗରରେ Eugenix Hair Sciencesର ନୂଆ ଶାଖାକୁ ଫିତା କାଟି ଉଦ୍ଘାଟନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ।
Eugenix Hair Sciencesର ନୂଆ ଶାଖା ଇନ୍ଦିରାନଗର ଡୋମଲୁର ରାସ୍ତାର HAL 2nd stageରେ ୧୦୦ ଫୁଟ୍ ରୋଡ୍ରେ ଖୋଲିଛି । ୬ ହଜାର ସ୍କୋୟାର୍ ଫୁଟ ଅଞ୍ଚଳରେ ବହୁତଳ ବିଲ୍ଡିଂରେ ଗୋଟିଏ ଛାତ ତଳେ ଏଠି କେଶ ପ୍ରତିରୋପଣ ସମ୍ପର୍କିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେବ । ଏହା ହେଉଛି ଦେଶରେ Eugenixର ପଞ୍ଚମ ଶାଖା । ପୂର୍ବରୁ ଗୁରୁଗ୍ରାମ ସହିତ ମୁମ୍ବାଇ, ହାଇଦ୍ରାବାଦ ଓ ଭୁବନେଶ୍ଵରରେ Eugenix ସେବା ଯୋଗାଇ ଆସୁଛି ।

ନୂତନ ଶାଖାକୁ ଉଦ୍ଘାଟନ କରି Eugenixକୁ ବେଙ୍ଗାଲୁରୁକୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, "ମୋ ବ୍ୟସ୍ତବହୁଳ ସ୍କେଡ୍ୟୁଲରୁ ସମୟ ବାହାରି କରି ମୁଁ ଏଠି ବ୍ୟକ୍ତିଗତ ଭାବେ ଡକ୍ଟର ପ୍ରଦୀପ ଏବଂ ଡକ୍ଚର ଆରିକାଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛି । Eugenixର ବିଶ୍ଵସ୍ତରୀୟ ସେବା ସହ ଅଭିଜ୍ଞ ଡକ୍ଟର ଆମ ସହରକୁ ସେବା ଯୋଗାଇବାକୁ ଆସିଛନ୍ତି ।"

ପ୍ରାୟ ଦୁଇ ଦଶନ୍ଧି ତଳେ Eugenixର ଯାତ୍ରା ଆରମ୍ଭ ହୋଇଥିଲା । ଋଷିକେଶର ଏକ ଛୋଟିଆ ବେସମେଣ୍ଟରୁ ଆରମ୍ଭ ହୋଇଥିବା Eugenixର ଯାତ୍ରା ଆଜି ଦେଶର ସବୁ କୋଣକୁ ବିସ୍ତାରିତ ହେଉଛି । ବେଙ୍ଗାଲୁରୁରେ ନୂତନ ଶାଖା ଉଦ୍ଘାଟନ ଅବସରରେ Eugenixର ସହ ସଂସ୍ଥାପକ ଡକ୍ଟର ପ୍ରଦୀପ ସେଠୀ ଉପସ୍ଥିତ ରହିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଇ ଦଶନ୍ଧିର ଯାତ୍ରା
ଏହି ଅବସରରେ ଡକ୍ଚର ପ୍ରଦୀପ ସେଠୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ହାତରେ ଆମ ନୂଆ ଶାଖା ଉଦ୍ଘାଟନ ହେବା ଆମ ପାଇଁ ଗୌରବର ବିଷୟ । ଦୁଇ ଦଶନ୍ଧି ତଳେ ଋଷିକେଶର ଏକ ଛୋଟ ବେସମେଣ୍ଟରୁ ଆମ ଯାତ୍ରା ଆରମ୍ଭ ହୋଇଥିଲା ।"

Eugenixର ଅନ୍ୟତମ ସହ ସଂସ୍ଥାପକ ଡକ୍ଟର ଆରିକା କହିଛନ୍ତି, "ଶାଖା ବିସ୍ତାର ପଛରେ ଆମ ଉଦ୍ଦେଶ୍ୟ ସହଜରେ ରୋଗୀଙ୍କୁ ଚିକିତ୍ସା ସେବା ନିକଟରେ ମିଳୁ । ଏହାଦ୍ଵାରା ଆମ ଆହୁରି ଉନ୍ନତ ଭାବେ ସେବା ଯୋଗାଇ ପାରିବୁ ।"
Eugenixରେ ଡାକ୍ତର ରୋଗୀଙ୍କୁ ନିଜେ ଚିକିତ୍ସାର ପ୍ରତିଟି ପର୍ଯ୍ୟାୟର ତଦାରଖ କରନ୍ତି । ପରୀକ୍ଷାରୁ ନେଇ ଚିକିତ୍ସା (ପ୍ଲାନିଂ, ହେୟାରଲାଇନ୍ ଡିଜାଇନିଂ, ଡୋନର୍ ମ୍ୟାପିଂ, ରେସିପିଏଣ୍ଟ-ସାଇଟ୍ କ୍ରିଏସନ୍ ଏବଂ ସର୍ଜିକାଲ୍ ସୁପରଭିଜନ) ଆଦି ସେବା ମିଳିଥାଏ ।
ବେଙ୍ଗାଲୁରୁରେ Eugenixର ନୂଆ ଶାଖା ଅବସରରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସ୍ଥାପନ କରାଯାଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ତେଲଙ୍ଗାନା ସରକାରଙ୍କ ମନ୍ତ୍ରୀ ମହମ୍ମଦ ଅଜରୁଦ୍ଦିନ, ଡକ୍ଟର ଅଜୟଧରମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Related Topics
Explore more stories