EPFO Updates / PFରେ ଆକାଉଣ୍ଟ ଥିଲେ, ଖାତାକୁ ଫ୍ରିରେ ଆସିବ ୫୦ ହଜାର ଟଙ୍କା...
·5 months ago·2 min read

Key Points
PF ଖାତାରୁ ମିଳିବ 50 ହଜାର ଟଙ୍କାର ବୋନସ୍,
ଜାଣନ୍ତୁ କେମିତି ଏବଂ କଣ କରିବେ
ଜାଣନ୍ତୁ କେମିତି ଏବଂ କଣ କରିବେ
ଖାତାକୁ ଫ୍ରିରେ ଆସିବ ଟଙ୍କା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଜାଣି ରଖନ୍ତୁ କିଛି ଅଜଣା କଥା। କାହିଁକିନା ଆପଣ ପାଇପାରିବେ ୫୦ ହଜାର ଟଙ୍କା। ଯଦି ଆପଣ କୌଣସି କମ୍ପାନୀରେ ନିୟମିତ ଚାକିରି କରୁଛନ୍ତି ଏବଂ ପ୍ରତିମାସ ଦରମା ପାଉଛନ୍ତି, ତେବେ ଆପଣଙ୍କ ପାଖରେ ଏକ PF ଆକାଉଣ୍ଟ ନିଶ୍ଚିତ ଭାବେ ଥିବ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ-EPFO-ସମସ୍ତ ସାଲାରିଡ୍ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରିଥାଏ।
ବୋନସ୍ ପାଇଁ ଅଲଗା କୌଣସି ଫର୍ମ ଦେବାକୁ ପଡେ ନାହିଁ। 20 ବର୍ଷ ପରେ PF କ୍ଲେମ୍ କରିବା ସମୟରେ EPFO ସ୍ୱୟଂଚାଳିତ ଭାବେ ମୋଟ ରାଶିରେ ବୋନସ୍ ଆଡ୍ କରିଦିଏ। ବର୍ତ୍ତମାନ PF ଉପରେ 8.25 ପ୍ରତିଶତ ସୁଧ ମିଳୁଛି, ଯାହା କର୍ମଚାରୀଙ୍କ ଭବିଷ୍ୟ ପାଇଁ ଏକ ସୁରକ୍ଷିତ ଓ ଲାଭଦାୟକ ନିବେଶ ଭାବେ ଦେଖାଯାଉଛି।କର୍ମଚାରୀଙ୍କ ବେସିକ୍ ସାଲାରିରୁ ପ୍ରତିମାସରେ 12 ପ୍ରତିଶତ PF ଭାବେ କଟାଯାଏ। ସେତେବେଳେ କମ୍ପାନୀ ମଧ୍ୟ ସେତିକି ରାଶି କନ୍ଟ୍ରିବ୍ୟୁସନ୍ କରେ। ଏହି ରାଶି EPF, EPS ଏବଂ IDLI ତିନିଟି ଭାଗରେ ଜମା ହୁଏ।
ପ୍ରଥମ- EPF ଆକାଉଣ୍ଟରେ ଅତି କମରେ 20 ବର୍ଷ ପର୍ଯ୍ୟନ୍ତ କନ୍ଟ୍ରିବ୍ୟୁସନ୍ ହେବା ଆବଶ୍ୟକ। ଦ୍ୱିତୀୟ- ଜବ୍ ଚେଞ୍ଜ୍ କଲେ ମଧ୍ୟ ପୁରୁଣା PF ଆକାଉଣ୍ଟକୁ କଣ୍ଟିନ୍ୟୁ କରିବାକୁ ପଡିବ। ତୃତୀୟ- ଚାକିରି ଛାଡ଼ିବା ପରେ ସମ୍ପୂର୍ଣ୍ଣ PF ରାଶି ତୁରନ୍ତ ଉଠାଇ ପାରିବେ ନାହିଁ। EPFO ସବ୍ସକ୍ରାଇବର୍ମାନଙ୍କୁ PF ଉପରେ ବାର୍ଷିକ ସୁଧ ଦେବା ସହିତ ପେନ୍ସନ୍ ଓ ଇନ୍ସୁରାନ୍ସ ସୁବିଧା ମଧ୍ୟ ଯୋଗାଇଥାଏ। କିନ୍ତୁ ଅନେକ ଲୋକ ଜାଣିନଥାନ୍ତି ଯେ EPFO ର ଏକ ବିଶେଷ ବୋନସ୍ ନିୟମ ଅନୁଯାୟୀ PF ଆକାଉଣ୍ଟରୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ମିଳିପାରେ।
ଏଥିସହ ପଢ଼ନ୍ତୁ: ସମସ୍ତଙ୍କ ହାତରେ ଫୋନ୍, ଜାଣନ୍ତି କି ଫୋନରେ ରହିଛି ସୁନା ଓ ରୁପା...
ଅତିରିକ୍ତ ବୋନସ୍ ଦାବି କରିବା ପାଇଁ ଆପଣଙ୍କୁ ଏକ ପୃଥକ ଫର୍ମ ପୂରଣ କରିବାକୁ ପଡିବ ନାହିଁ। ଯେତେବେଳେ ଆପଣ 20 ବର୍ଷ ପରେ PF ଉଠାଇବାକୁ କ୍ଲେମ କରିବେ, EPFO ଆପଣଙ୍କର ଶେଷ ମୌଳିକ ବା ବେସିକ ଦରମା ଏବଂ କଣ୍ଟ୍ରିବ୍ୟସନ ଉପରେ ଆଧାର କରି ସୁଧ ଏବଂ ବୋନସ୍ ପରିମାଣକୁ ମୋଟ ପରିମାଣରେ ଯୋଡିବ। ଏହି ରାଶି ଆପଣଙ୍କ PF ବାଲାନ୍ସ ପରି 7 ରୁ 10 କାର୍ଯ୍ୟ ଦିବସ ମଧ୍ୟରେ ଜମା ହୋଇଯାଏ।
-EPFO ‘ଲୟାଲଟି କମ୍ ଲାଇଫ୍ ବେନିଫିଟ୍’ ଅଧୀନରେ ଏହି ବୋନସ୍ ଦେଇଥାଏ।
– ଯେଉଁମାନଙ୍କ ବେସିକ୍ ସାଲାରି 5 ହଜାର ଟଙ୍କା, ସେମାନଙ୍କୁ 30 ହଜାର ଟଙ୍କା ବୋନସ୍
– 5 ହଜାରରୁ 10 ହଜାର ମଧ୍ୟରେ ସାଲାରି ଥିଲେ 40 ହଜାର ଟଙ୍କା
– 10 ହଜାର ଟଙ୍କାରୁ ଅଧିକ ବେସିକ୍ ସାଲାରି ଥିଲେ 50 ହଜାର ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳେ।
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories