Post Office Scheme / ପୋଷ୍ଟ ଅଫିସ୍ର ଧମାକା ସ୍କିମ୍: ଥରେ ଲଗାନ୍ତୁ ଟଙ୍କା ପ୍ରତି ମାସେ ପାଆନ୍ତୁ ଆୟ
·38 mins ago·2 min read

Key Points
ପୋଷ୍ଟ ଅଫିସ୍ର ଧମାକା ସ୍କିମ୍ ମାସକୁ ମିଳିବ ₹9,250!
ଥରେ ଲଗାନ୍ତୁ ଟଙ୍କ ପ୍ରତି ମାସେ ପାଆନ୍ତୁ ଆୟ
୧୫ ଲକ୍ଷ ନିବେଶ କରନ୍ତୁ ମାସକୁ ମିଳିବ ₹9,250
ଥରେ ଲଗାନ୍ତୁ ଟଙ୍କ ପ୍ରତି ମାସେ ପାଆନ୍ତୁ ଆୟ
୧୫ ଲକ୍ଷ ନିବେଶ କରନ୍ତୁ ମାସକୁ ମିଳିବ ₹9,250
ପୋଷ୍ଟ ଅଫିସ୍ର ଏହି ସ୍କିମ୍ରେ ଥରେ ଟଙ୍କା ଲଗାନ୍ତୁ, ପ୍ରତି ମାସରେ ମିଳିପୋଷ୍ଟ ଅଫିସ୍ର ଛୋଟ ସଞ୍ଚୟ ଯୋଜନାଗୁଡ଼ିକ ସୁରକ୍ଷିତ ନିବେଶ ସହିତ ନିୟମିତ ଆୟ ପାଇଁ ମଧ୍ୟ ଲୋକପ୍ରିୟ। ଏହିପରି ଏକ ଯୋଜନବ 9,250! ଜାଣନ୍ତୁ ପୂରା ହିସାବ
ପୋଷ୍ଟ ଅଫିସ୍ର ଛୋଟ ସଞ୍ଚୟ ଯୋଜନାଗୁଡ଼ିକ ସୁରକ୍ଷିତ ନିବେଶ ସହିତ ନିୟମିତ ଆୟ ପାଇଁ ମଧ୍ୟ ଲୋକପ୍ରିୟ । ଏହିପରି ଏକ ଯୋଜନା ହେଉଛି Post Office Monthly Income Scheme (MIS) । ଏଥିରେ ଏକକାଳୀନ ଟଙ୍କା ନିବେଶ କରି ପ୍ରତି ମାସରେ ସୁଧ ଆକାରରେ ଆୟ କରିପାରିବେ ।
୭.୪% ସୁଧ, ୫ ବର୍ଷର ମ୍ୟାଚୁରିଟି
Post Office MISରେ ବର୍ତ୍ତମାନ ୭.୪% ବାର୍ଷିକ ସୁଧହାର ଆଧାରରେ ରିଟର୍ନ ଦିଆଯାଉଛି ବୋଲି ଦିଆଯାଇଥିବା ତଥ୍ୟରେ କୁହାଯାଇଛି । ଏହି ଯୋଜନାର ମ୍ୟାଚୁରିଟି ଅବଧି ୫ ବର୍ଷ । ଏହା ଏକ ଏକକାଳୀନ ନିବେଶ ଯୋଜନା । ଅର୍ଥାତ୍ ଆକାଉଣ୍ଟ ଖୋଲିବା ସମୟରେ ଥରେ ଟଙ୍କା ଜମା କରିବାକୁ ପଡ଼ିଥାଏ । ନିବେଶ ସମୟରେ ଲାଗୁ ଥିବା ସୁଧହାର ଅନୁସାରେ ମାସିକ ଆୟ ନିର୍ଦ୍ଧାରିତ ହୁଏ ।
୧,୦୦୦ରୁ ଆରମ୍ଭ କରିପାରିବେ ନିବେଶ
ଏହି ସରକାରୀ ସଞ୍ଚୟ ଯୋଜନାରେ ମାତ୍ର ୧,୦୦୦ରୁ ନିବେଶ ଆରମ୍ଭ କରାଯାଇପାରେ । ଏଥିରେ ସିଙ୍ଗଲ୍ କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲିବାର ସୁବିଧା ରହିଛି ।
ଦିଆଯାଇଥିବା ହିସାବ ଅନୁସାରେ
-ସିଙ୍ଗଲ୍ ଆକାଉଣ୍ଟ: ସର୍ବାଧିକ ୯ ଲକ୍ଷ ନିବେଶ
- ଜଏଣ୍ଟ ଆକାଉଣ୍ଟ: ସର୍ବାଧିକ ୧୫ ଲକ୍ଷ ନିବେଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୫ ଲକ୍ଷ ନିବେଶ କଲେ ମାସକୁ ୯,୨୫୦
ଏବେ ଏହି ଯୋଜନାର ମାସିକ ଆୟର ହିସାବ ବୁଝନ୍ତୁ । ଯଦି ଜଏଣ୍ଟ ଆକାଉଣ୍ଟରେ ୧୫ ଲକ୍ଷ ଏକକାଳୀନ ନିବେଶ କରାଯାଏ ଏବଂ ସୁଧହାର ୭.୪% ରହେ, ତେବେ ବାର୍ଷିକ ସୁଧ ହେବ
୧୫,୦୦,୦୦୦ × ୭.୪% = ₹୧,୧୧,୦୦୦
ଏହାକୁ ୧୨ ମାସରେ ବାଣ୍ଟିଲେ ପ୍ରତି ମାସରେ ପ୍ରାୟ ୯,୨୫୦ ମିଳିଥାଏ
ଅର୍ଥାତ୍, ମୂଳ ଟଙ୍କା ନିବେଶ କରି ରଖିଥିବା ସମୟରେ ପ୍ରତି ମାସରେ ସୁଧ ଆକାରରେ ଏହି ଆୟ ପାଇବାର ବ୍ୟବସ୍ଥା ରହିଛି ।
ସୁଧହାର ବଦଳିଲେ କ’ଣ ହେବ ?
ଏହି ଯୋଜନାରେ ଆପଣଙ୍କ ନିବେଶ ଉପରେ ଲାଗୁ ହେଉଥିବା ସୁଧହାର ନିବେଶ ସମୟରେ ନିର୍ଦ୍ଧାରିତ ହୁଏ । ତେଣୁ ପରବର୍ତ୍ତୀ ସମୟରେ ସରକାର ଛୋଟ ସଞ୍ଚୟ ଯୋଜନାର ସୁଧହାରରେ ପରିବର୍ତ୍ତନ କଲେ ମଧ୍ୟ, ଆପଣଙ୍କ ଚାଲୁ MIS ଆକାଉଣ୍ଟର ନିର୍ଦ୍ଧାରିତ ସୁଧ ଉପରେ ତାହାର ପ୍ରଭାବ ପଡ଼େ ନାହିଁ ।

Related Topics
Explore more stories