mCash / SBIର ବଡ଼ ନିଷ୍ପତ୍ତି; ବନ୍ଦ ହେବାକୁ ଯାଉଛି ଏହି ସେବା
·8 months ago·2 min read

Key Points
SBI ଗ୍ରାହକ ଏବେ ଯାହାଙ୍କୁ ଟଙ୍କା ପଠାଇବାର ଥିବ ତାଙ୍କ ପଞ୍ଜୀକରଣ ବିନା ଅର୍ଥ ପଠାଇବାର ସୁବିଧା ବନ୍ଦ ହୋଇଯିବ । ସେବା ବନ୍ଦ ପରେ ଗ୍ରାହକ mCash ଲିଙ୍କ୍ ଅଥବା ଆପ୍ର ବ୍ୟବହାର ଟଙ୍କା ଦେଣନେଣ ନେଇ କରିପାରିବେ ନାହିଁ ।
ମୁମ୍ବାଇ: ଦେଶର ସବୁଠୁ ବଡ଼ ବ୍ୟାଙ୍କର ବଡ଼ ନିଷ୍ପତ୍ତି । ନଭେମ୍ବର ୩୦ରୁ ବନ୍ଦ ହେବ mCash ସେବା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଆସନ୍ତା ୩୦ ତାରିଖରୁ ଅନଲାଇନ୍ SBI ଓ ୟୋନୋ ଲାଇଟ୍ରେ mCash ପଠାଇବା ସୁବିଧା ବନ୍ଦ କରିବାକୁ ଯାଉଛି ।
ଏହାର ଅର୍ଥ ହେଉଛି SBI ଗ୍ରାହକ ଏବେ ଯାହାଙ୍କୁ ଟଙ୍କା ପଠାଇବାର ଥିବ ତାଙ୍କ ପଞ୍ଜୀକରଣ ବିନା ଅର୍ଥ ପଠାଇବାର ସୁବିଧା ବନ୍ଦ ହୋଇଯିବ । ସେବା ବନ୍ଦ ପରେ ଗ୍ରାହକ mCash ଲିଙ୍କ୍ ଅଥବା ଆପ୍ର ବ୍ୟବହାର ଟଙ୍କା ଦେଣନେଣ ନେଇ କରିପାରିବେ ନାହିଁ ।
ଏଥିସହ ପଢ଼ନ୍ତୁ: ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ
ଏନେଇ SBI ପକ୍ଷରୁ ବ୍ୟାଙ୍କ ୱେବସାଇଟରେ ନୋଟିଫିକେସନ୍ ଜାରି କରାଯାଇଛି । ଯେଉଁଥିରେ UPI, IMPS, NEFT ଓ RTGS ଆଦି ସୁରକ୍ଷିତ ଓ ବ୍ୟାପକ ଭାବେ ବ୍ୟବହାର କରି ଡିଜିଟାଲ୍ ପେମେଣ୍ଟ କରିବାକୁ ଗ୍ରାହକଙ୍କୁ SBI ନିବେଦନ କରିଛି ।
SBI ୱେବସାଇଟ୍ ଅନୁସାରେ, ୨୦୨୫ ନଭେମ୍ବର ୩୦ ପରେ ଅନଲାଇନ୍ଏସବିଆଇ ଓ ୟୋଲୋ ଲାଇଟ୍ରେ mCash ସୁବିଧା ଉପଲବ୍ଧ ହେବ ନାହିଁ । ତୃତୀୟ ପକ୍ଷ ଲାଭାର୍ଥୀଙ୍କୁ ଟଙ୍କା ପଠାଇବା ପାଇଁ ଅନ୍ଯ ବିକଳ୍ପର ଉପଯୋଗ କରିବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ୧୨ ବର୍ଷ ପରେ ଆନ୍ଦ୍ରେ ରସେଲଙ୍କୁ ଛାଡ଼ିଲା କୋଲକାତା, ଜାଣନ୍ତୁ କେଉଁ ୧୨ ଖେଳାଳିଙ୍କୁ ରିଟେନ୍ କଲା KKR
କେମିତି କାମ କରେ mCash ?
mCash ଆପ୍ ଡାଉନଲୋଡ୍ ପରେ ଗ୍ରାହକ ଏମ୍ପିନ୍ ଦିଅନ୍ତି । ଆପ୍ରେ ପାସ୍କୋଡ୍ ବ୍ୟବହାର କରି SBI ଗ୍ରାହକ କ୍ଲେମ୍ ଆମାଉଣ୍ଟ ଟ୍ରାନ୍ସଫର କରିପାରିବେ । ଏହି ରାଶି କୌଣସି ବି ବ୍ୟାଙ୍କ ଆକାଉଣ୍ଟକୁ ପଠା ଯାଇପାରିବ ।
ସେହିଭଳି mCashରେ ପଠା ଯାଇଥିବା ଟଙ୍କା SBIର ଗ୍ରାହକ ଅନଲାଇନ୍ଏସବିଆଇ ଅଥବା State Bank Anywhere ମାଧ୍ୟମରେ ପାଇପାରିବେ । ଏହି ସେବା ଇଣ୍ଟରନେଟ୍ ବ୍ୟାଙ୍କିଂ ବ୍ୟବହାର କରୁଥିବା ଗ୍ରାହକ, କୌଣସି ଲାଭାର୍ଥୀଙ୍କୁ ପଞ୍ଜୀକରଣ ବିନା ମୋବାଇଲ୍ ନମ୍ବର ଅଥବା ଇମେଲ୍ ଆଡି ଦେଇ ଟଙ୍କା ପଠାଇ ପାରୁଛନ୍ତି । ଲାଭାର୍ଥୀଙ୍କୁ ଏକ SMS ମିଳେ, ଯେଉଁଥିରେ ଏକ ସୁରକ୍ଷିତ ଲିଙ୍କ୍ ସହ ୮ ଅଙ୍କର ପାସକୋଡ୍ ରହିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories