ରାଜ୍ୟରେ ଆଜି ଆଉ ୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୫ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ଆକ୍ଟିଭ କେସ ୧୩ ରେ ପହଁଚିଲା । ସପ୍ତାହକ ମଧ୍ୟରେ ସଂଖ୍ୟା ବଢି ୧୩ ରେ ପହଁଛିଛି ।