Videos
|
Crime

ଶେଷରେ ବୁର୍ଲାରେ ଆଖିବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା

Smruti Parija
Browse all articles by Smruti Parija
·11 months ago
ଶେଷରେ ବୁର୍ଲାରେ ଆଖିବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା

Key Points

ପୁଣି ପେଟ୍ରୋଲ, ପୁଣି ନିଆଁ

ଶେଷରେ ଆଖିବୁଜିଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲ୍ ଗାଁର ନାବାଳିକା

କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଅସ୍ପଷ୍ଟ

ପୁଣି ପେଟ୍ରୋଲ, ପୁଣି ନିଆଁ । ମାତ୍ର କେଇ ଘଣ୍ଟାର ସଂଘର୍ଷ ପରେ ଶେଷରେ ଆଖିବୁଜିଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗି ମାଲ୍ ଗାଁର ନାବାଳିକା । ଗାଁର ଏକ ଫୁଟବଲ୍ ପଡିଆରେ ପେଟ୍ରୋଲ ଢାଳି ନିଜକୁ ଜାଳିବାର ଉଦ୍ୟମ କରିଥିଲେ । ପୋଡିଯିବା ପରେ ନାବାଳିକାଙ୍କ ଅବସ୍ଥା ଗୁରୁତର ଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ନାବାଳିକାଙ୍କ ମାମୁଁ ଘରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bargarh-minor-girl-half-burnt-dies-at-burla-hospital | Argus News