Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୟଙ୍କର ବମ୍ ବିସ୍ପୋରଣ; ମୁଣ୍ଡ...ଗଣ୍ଡି ଅଲଗା

Crime

ଭୟଙ୍କର ବମ୍ ବିସ୍ପୋରଣ; ମୁଣ୍ଡ...ଗଣ୍ଡି ଅଲଗା

Smruti Parija
Browse all articles by Smruti Parija
·1 year ago
ଭୟଙ୍କର ବମ୍ ବିସ୍ପୋରଣ; ମୁଣ୍ଡ...ଗଣ୍ଡି ଅଲଗା

Key Points

ଛତିଆରେ ବଡ ଧରଣର ବିସ୍ଫୋରଣ

ଯାଜପୁର ଛତିଆରେ ବଡ ଧରଣର ବିସ୍ଫୋରଣ । ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ କଡ଼ରେ ବମ୍ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହି ଭୟଙ୍କର ଦୁର୍ଘଟଣା ଦେଖି ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି ।


ଦୁର୍ଘଟଣା ଏତେ ଭୟଙ୍କର ଯେ ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡିଛି । ଶରୀରର ଅଂଶ ଗୁଡିକ ବିଭିନ୍ନ ସ୍ଥାନରେ ଚିଟକି ପଡିଛି । ଏହାସହ ବୋମା ବିସ୍ଫୋରଣରେ ଜମେ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଗୋଟିଏ ପଲସର୍ ଗୋଟିଏ ଇଲେକ୍ଟ୍ରି ସ୍କୁଟି ପଡ଼ି ରହିଛି । କେମିତି ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ତାହାର କାରଣ ଜଣାପଡିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bomb-blast-in-chhatia-two-killed | Argus News