Shocking Murder / ବୃଦ୍ଧଙ୍କ ସହ ସମ୍ପର୍କ ରଖିବାକୁ ମନା କଲା ପ୍ରେମିକା, ଗର୍ଲଫ୍ରେଣ୍ଡକୁ ମାରି ଖଟ ବାକ୍ସରେ ଲୁଚେଇଦେଲା
·5 months ago·2 min read

Key Points
ବୃଦ୍ଧଙ୍କ ସହ ସମ୍ପର୍କ ରଖିବାକୁ ମନା କରିବାରୁ
ପ୍ରେମିକାକୁ ମାରିଦେଲା ପ୍ରେମିକ
ପୋଲିସର ତଦନ୍ତ ଆରମ୍ଭ
ପ୍ରେମିକାକୁ ମାରିଦେଲା ପ୍ରେମିକ
ପୋଲିସର ତଦନ୍ତ ଆରମ୍ଭ
ପ୍ରେମିକାକୁ ମାରି ଖଟ ବାକ୍ସ ଭିତରେ ରଖିଦେଲା ପ୍ରେମିକ। ସେ ପୁଣି ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ। ଯେଉଁ କବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଉସାଙ୍କ ସହ ଶାରିରୀକ ସମ୍ପର୍କକୁ ରଖିବାକୁ ବାଧ୍ୟ କଲା ପ୍ରେମିକ। ରାଜି ହେଲାନି ପ୍ରେମିକା। ଆଉ ଶେଷରେ ପ୍ରେମିକାକୁ ଅତି ବିଭତ୍ସ ଭାବେ ହତ୍ୟା କଲା ପ୍ରେମିକ। ଦିଲ୍ଲୀର ମଙ୍ଗୋଲପୁରୀରେ ଥିବା ଏକ ପେଇଂ ଗେଷ୍ଟ (ପିଜି)ରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ହତ୍ୟା କରିଛି ତାଙ୍କ ୨୨ ବର୍ଷୀୟ ପ୍ରେମିକ। ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଡବଲ୍ ବେଡ୍ ବାକ୍ସ ଭିତରେ ଭର୍ତ୍ତି କରିଦେଇଥିଲା।
ମହିଳା ଜଣକ ମୁଖ୍ୟ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ଥିଲେ। ଯିଏ ତାଙ୍କ ଘର ପାଖରେ କୁକୁଡ଼ା ଦୋକାନ କରିଥିଲେ।ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ ସମୟରେ, ଦୁଇଜଣ ସେହି କୋଠରୀକୁ ଯାଇଥିଲେ। ଅନ୍ୟ ଦୁଇଜଣ ମଧ୍ୟ ସେଠାରେ ପହଞ୍ଚିଥିଲେ। ୨୨ ବର୍ଷୀୟ ଯୁବକ ତାଙ୍କ ସହିତ ଝଗଡ଼ା କରିଥିଲେ। ତାଙ୍କୁ ତଳେ ପକାଇ ଦେଇଥିଲେ, ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଗଳାକାଟି ହତ୍ୟା କରିଥିଲେ। ତାଙ୍କ ମଉସା ଏବଂ ମଉସାଙ୍କ ବନ୍ଧୁ ରୁମ ବାହାରେ ଜଗି ରହିଥିଲେ ମୃତଦେହକୁ ବେଡ୍ ବକ୍ସରେ ଲୁଚାଇ ପଳାଇ ଯାଇଥିଲେ।ପୋଲିସ କହିଛି ଯେ ସେ ହିଁ ମୁଖ୍ୟ ଅଭିଯୁକ୍ତ। ସେ ହତ୍ୟା କରିଥିବା ସ୍ୱୀକାର କରିଛି। ୫୨ ବର୍ଷୀୟ ବୃଦ୍ଧ, ଯିଏ ଅଭିଯୁକ୍ତଙ୍କ ସମ୍ପର୍କୀୟ ମଉସା। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ କ୍ରୋଧର ବଶବର୍ତ୍ତୀ ହୋଇ ମହିଳାଙ୍କୁ ହତ୍ୟା କରିଥିଲା।
ଏଥିସହ ପଢ଼ନ୍ତୁ: ଶାରିରୀକ ସମ୍ପର୍କ ରଖିବା ସମୟରେ ସ୍ତ୍ରୀର ଗଳାକାଟି ହତ୍ୟା: ପରେ ଶରୀରକୁ ବିଛଣାରେ ଉଲଗ୍ନ ରଖି ପଳାଇଗଲା
ମହିଳାଙ୍କ ଶରୀରଟି ଗଳା କାଟି ହତ୍ୟା କରାଯାଇଥିଲା। କଟା ଚିହ୍ନ ଏବଂ ମୁଣ୍ଡରେ ଆଘାତ ଥିଲା। ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ। ମଙ୍ଗୋଲପୁରୀ ବାସିନ୍ଦା ମହିଳା ଘରୋଇ ସହାୟକ ଭାବରେ କାମ କରୁଥିଲେ। ମହିଳା ଜଣକ ବିବାହିତ ଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ଥିଲା ବୋଲି ଯୁଗ୍ମ ପୋଲିସ କମିଶନର ଜତିନ ନରୱାଲ କହିଛନ୍ତି। ପୋଲିସ ତଦନ୍ତ ପରେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।ଡେପୁଟି ପୋଲିସ କମିଶନର ବିକ୍ରମ ସିଂହ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ମଙ୍ଗୋଲପୁରୀ ପୋଲିସ ଷ୍ଟେସନକୁ ଏକ ଫୋନ୍ ଆସିଥିଲା ବିଲ୍ଡିଂ ବେଡ୍ ବକ୍ସ ଭିତରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଜଣେ ବ୍ୟକ୍ତି ମହଲାରେ ଏକ ପିଜି ଫାସିଲିଟି ଚଳାଉଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.କେମିତି ହୋଇଥିଲା ହତ୍ୟାକାଣ୍ଡ ?
୨୨ ବର୍ଷୀୟ ଯୁବକ ଜଣେ ମହିଳାଙ୍କୁ ଭେଟିବା ପାଇଁ କିଛି ଘଣ୍ଟା ପାଇଁ ତାଙ୍କ ରୁମକୁ ପ୍ରବେଶ କରିବାକୁ ଅନୁରୋଧ କରିଥିଲେ।ଯେତେବେଳେ ପିଜି ମାଲିକ ସନ୍ଧ୍ୟାରେ ଫେରିଥିଲେ, ସେ ରୁମ ଖୋଲା ଥିବା ଥିବା ଦେଖିଥିଲେ। ଭିତରକୁ ପଶିବା ପରେ ସେ ବେଡରୁମ ବାକ୍ସରୁ ଏକ ଗୋଡ଼ ବାହାରୁଥିବା ଦେଖିଥିଲେ। ସେ ଏହାକୁ ଖୋଲିବା ପରେ ମହିଳାଙ୍କ ମୃତଦେହ ପାଇଖିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ।
ଅଧିକ ପଢ଼ନ୍ତୁ ଅପରାଧ ଖବର:

Related Topics
Explore more stories