Crime News / ରାଜଧାନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା ମାମଲାର ନୂଆ ଟ୍ଵଷ୍ଟି
·6 months ago·2 min read

Key Points
ୟୁଟ୍ୟୁବର ରାହୁଲ ହତ୍ୟା ମାମଲା ସତ ବଖାଣିଲା ସାଙ୍ଗ ।
ରାଜଧାନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା ମାମଲାର ନୂଆ ଟ୍ଵଷ୍ଟି ।

ରାଜଧାନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା ମାମଲା... କଳା ରାତିର ଘଟଣା ଅର୍ଗସ ଆଗରେ ବଖାଣିଲେ ରାହୁଲଙ୍କ ତିନି ସାଙ୍ଗ । ସେଦିନ ରାତିରେ ହୋଇଥିଲା କଣ । କେମିତି ଆରମ୍ଭ ହେଲା ଯୁକ୍ତି ତର୍କ, କାହିଁକି ହେଲା ଗଣ୍ଡଗୋଳ ଆଖି ଦେଖା ସବୁ ସତ କ୍ୟାମେରା ସାମ୍ନାରେ କହିଲେ ତିନି ସାଙ୍ଗ ସିବା, ବବୁଲୁ ଓ ସଚୀନ । କ୍ରିକେଟ ପିଚରେ ମଦ ବୋତଲ ଭଙ୍ଗାକୁ ନେଇ ପ୍ରଥମେ ଯୁକ୍ତି ତର୍କ ପରେ ହୋଇଥିଲା ଗଣ୍ଡଗୋଳ । ଆଉ ତା' ପରେ ରାହୁଲଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଅଭିଯୁକ୍ତ ।
ସେପଟେ ପଳାସୁଣୀ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ମୃତକଙ୍କ ପତ୍ନୀ । ସ୍ୱାମୀଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଇଥିବାର ଆଣିଲେ ଅଭିଯୋଗ । କହିଲେ ହତ୍ୟାକାଣ୍ଡ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର । ଘଟଣାର ମାଷ୍ଟର ମାଇଣ୍ଡ ଆଉ ଜଣେ । ସେମାନେ ପୂର୍ବରୁ ଧମକ ଦେଉଥିଲେ । ପୂର୍ବ ଘଟଣାକୁ ନେଇ ଟାର୍ଗେଟ କରି ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲେ ରାହୁଲଙ୍କ ପତ୍ନୀ ।
ପୋଲିସ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଇଛନ୍ତି ରାହୁଲଙ୍କ ପତ୍ନୀ । କହିଲେ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ଆର୍ମି ଯବାନ ଛୁରୀ ଭୁସି ହତ୍ୟା କରିଥିବା ବେଳେ ପୋଲିସ କହୁଛି ଆର୍ମି ଅଫିସରଙ୍କ ପୁତୁରା ଛୁରୀ ଭୁସିଛି । ଯାହାକୁ ନେଇ ଏବେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ରାହୁଲଙ୍କ ପତ୍ନୀ ।
ସୂଚନାଥାଉ କି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ରାହୁଲଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ରାହୁଲଙ୍କର ପଳାଶୁଣି ଛକରେ ଏକ ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍ ଦୋକାନ ରହିଛି। ୬ ମାସ ତଳେ ତାଙ୍କ ଦୋକାନ ସାମ୍ନାରେ ପାର୍କିଂକୁ ନେଇ ତାଙ୍କର ଜଣେ କାର୍ ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଅଭି ଯୋଗ ଆଧାରରେ ରାହୁଲଙ୍କୁ ରସୁଲଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ଜାମିନ୍ରେ ଆସିବା ପରେ ଏହାକୁ ନେଇ ପରବର୍ତ୍ତୀ ସମୟରେ ରାହୁଲ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଅଭିଯୋଗକାରୀ ପଳାଶୁଣି ଅଞ୍ଚଳରେ ରୁହନ୍ତି। ସେ ରାହୁଲଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ପୁଅ ହୋଇଥିବାରୁ ସେ ସୁପାରି ଦେଇ ଏହି ହତ୍ୟା କରିଥିବା ନେଇ ପରିବାର ଲୋକେ ପୁଲିସକୁ କହିଛନ୍ତି । ରାହୁଲଙ୍କର କେବଳ ଜଣେ ଶତ୍ରୁ ଥିଲେ ବୋଲି ସମ୍ପର୍କୀୟମାନେ କହିଛନ୍ତି।
Related Topics
Explore more stories