Sudhir Murder Case / ସୁଧୀରକୁ ମାରିବା ପୂର୍ବରୁ ଏମିତି କିଛି କହିଛି ଅପହରଣକାରୀ ଦେଖନ୍ତୁ ଭିଡିଓ...
·2 days ago·1 min read

Key Points
ସୁଧୀରଙ୍କୁ ମାରିବା ପାଇଁ ୫୦ମିଳିଥିବା କହୁଛି ଅପହରଣକାରୀ
ନଗଦ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ ଧମକ ଦେଇଛି
ପୋଲିସ କେସ କଲେ ଅସୁବିଧା ହେବ ବୋଲି ଦେଉଛି ଚେତାବନୀ
କୋଟି ଟଙ୍କା ବଦଳରେ ରଶ୍ମିତା ପିନ୍ଧିଥିବା ୧୦ ତୁଳା ସୁନା ଦେବାକୁ କହୁଛନ୍ତି

ବ୍ରହ୍ମପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଅର୍ଗସ ହାତରେ ହାତରେ ଲାଗିଛି ଅଭିଯୁକ୍ତ ଓ ସୁଧୀରଙ୍କ ପତ୍ନୀ ରଶ୍ମିତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ । ସୁଧୀରଙ୍କୁ ମାରିବା ପାଇଁ ୫୦ମିଳିଥିବା ରଶ୍ମିତାଙ୍କୁ କହୁଛି ଅଭିଯୁକ୍ତ । ସୁଧୀରଙ୍କ ପାଖରେ ବହୁ ପରିମାଣର ଟଙ୍କା ରହିଥିବା କେହି ଜଣେ ଅଭିଯୁକ୍ତଙ୍କୁ ଫୋନ କରି କହିଥିଲେ ।
ନଗଦ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ ପ୍ରଥମେ ଅଭିଯୁକ୍ତ ମାନେ ରଶ୍ମିତାଙ୍କୁ କହିଥିଲେ । ଏକ କୋଟି ଟଙ୍କା ନାହିଁ ବୋଲି ମନା କରିଥିଲେ ରଶ୍ମିତା । ଏକ କୋଟି ଟଙ୍କା ବଦଳରେ ରଶ୍ମିତା ପିନ୍ଧିଥିବା ୧୦ ତୁଳା ସୁନାକୁ ଅଭିଯୁକ୍ତଙ୍କୁ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏକ କୋଟି ଟଙ୍କା ଦାବି କରିବା ସହ କିଛି ସମୟ ଧରି ରଶ୍ମିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଛି ଯୁକ୍ତିତର୍କ ।
ସୁଧୀର ସବୁ ଟଙ୍କା ବ୍ୟାଙ୍କ ଲକରରେ ରଖିଥିବା ଅଭିଯୁକ୍ତକୁ କହିଥିଲେ ରଶ୍ମିତା । ଏହାକୁ ଅଭିଯୁକ୍ତ ସତ ବୋଲି ଗ୍ରହଣ ନ କରିବା ପରେ ରଶ୍ମିତା ଓ ତାଙ୍କ ଝିଅ ଲଗାଇଥିବା ସମସ୍ତ ସୁନାକୁ ଅଭିଯୁକ୍ତଙ୍କୁ ଦେବା ପାଇଁ ରଶ୍ମିତା କହିଥିଲେ । କେଶ୍ କରିବ କିମ୍ବା କଥା ଲିକ୍ ହେଲେ କିଛି ଭଲ ହେବ ନାହିଁ ବୋଲି ରଶ୍ମିତାଙ୍କୁ ଚେତାବନୀ ଦେଇଥିଲେ ଅଭିଯୁକ୍ତ ।
ସୁଧୀରଙ୍କ ପତ୍ନୀ ଓ ଅପହରଣକାରୀଙ୍କ ମଧ୍ୟରେ ଫୋନରେ ହୋଇଥିବା କଥାବାର୍ତ୍ତାର ଏକ୍ସକ୍ଲୁସିଭ ଅଡ଼ିଓ ଲାଗିଛି ଅର୍ଗସ ନ୍ୟୁଜ ହାତରେ । ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories