Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଅକ୍ଷୟ ତୃତୀୟାରେ ହେଵାକୁ ଯାଉଛି ...

Rashmita Mishra
Browse all articles by Rashmita Mishra
·2 years ago·1 min read
ଅକ୍ଷୟ ତୃତୀୟାରେ ହେଵାକୁ ଯାଉଛି ...

ଅର୍ଗସ ବ୍ୟୁରୋ : ଆଗକୁ ଆସୁଛି ଅକ୍ଷୟ ତୃତୀୟା ଯାହା ସମସ୍ତ ଓଡିଆଙ୍କ ପାଇଁ ଏକଭଲ ଦିନ ହୋଇଥାଏ । କୁହାଯାଏକି ସେହି ଦିନ ଆପଢ଼ଣଙ୍କ ପାଉଁ ଏକ ବହୁତ ଵଡ ଭଲ ଦିନ ହୋଇଥାଏ । କିନ୍ତୁ ଏହି ଅକ୍ଷୟ ତୃତୀୟାରେ ହେଵାକୁ .ଯାଉଛୁ ଏକ ଶୁଭ ଯୋଗ ଏହି ମୁହୁର୍ତ୍ତରେ କରନ୍ତୁ ପୂଜା ତାହା ସହ ଘରକୁ ମଧ୍ୟ କିଛି ନୂଆ ଜିନିଷ ଆଣନ୍ତୁ । 

ଏହି ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରଵାରରେ ପୂଜା କରାଯିଵ । ଏହି ଵର୍ଷ ଅକ୍ଷୟ ତୃତୀୟା ଦିନ ସୂର୍ଯ୍ୟ ଓ ଚନ୍ଦ୍ର ନିଜ ନିଜର ରାଶି ଉପରେ ଭଲ ପ୍ରଭାଵ ପକାଇଵ ।ହିନ୍ଦୁ ଧର୍ମ ଅନୁସାରେ ବୌଶାଖ ଶୁକ୍ଲ ପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାଵରେ ପାଳନ କତାଯାଇଥାଏ ।

କୁହାଯାଉଛିକି ଏହି ଅକ୍ଷୟ ତୃତୀୟା ଦିନ ଏହିଥର ଏକ ଦୃଳଭ ସମାଗମ ହେଵାକୁ ଯାଉଛି । ଯାହାଦ୍ଵାରା ଏହି ପଵିତ୍ର ଦିନର ମହତ୍ତ୍ଵ ଆହୁତି ଵଢିଯିଵ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଵର୍ଷ ଅକ୍ଷୟ ତୃତୀୟାରେ ଧନ ଯୋଗ ,ଗଜକେଶରୀ ଯୋଗ, ଶୁକ୍ର ଦ୍ଵିତ୍ୟ ଯୋଗ,ରଵି ଯୋଗ ,ଶାଶା ଯୋଗ  ଆଉ ସୁକମା  ଯୋଗ ହେଵାକୁ ଯାଉଛି । ଯାହାକି ବହୁତ ଶୁଭ ସଂଯୋଗ ଵୋଲି କୁହାଯାଏ । 
ଅକ୍ଷୟ ତୃତୀୟା ଦିନ ଶନି ଶାଶା ରାଜଯୋଗ ତିଆରି କରାଇଵ। ମଙ୍ଗଳ ଆଉ ବୁଧର ସଂଯୋଗରେ ଧନ ଯୋଗ ତିଆରି ହୋଇଥାଏ । ଏହା ଛଡା ବୃହସ୍ପତି ଆଉ ଚନ୍ଦ୍ରର ମିଳନରେ ବୃଷଵ ରାଶିର ମଧ୍ୟ ଭଲ ହୋଇଥାଏ । ଯାହା ଦ୍ଵାରା ଗଜକେଶରୀ ଯୋଗ ହୋଇଥାଏ । 
 

Sponsored
akshay-tritiya-2024-date-gajkesari-yog-and-dhan-yog-shubh-sanyog-know-shubh-and-pujan-muhurat-tvisg | Argus News