Videos
|
Devotion

ଏ ଦିବ୍ୟ ମୂହୁର୍ତ୍ତକୁ ପରିପ୍ରକାଶ କରିବା ଅସମ୍ଭବ

Smruti Parija
Browse all articles by Smruti Parija
·2 years ago·1 min read
ଏ ଦିବ୍ୟ ମୂହୁର୍ତ୍ତକୁ ପରିପ୍ରକାଶ କରିବା ଅସମ୍ଭବ

Key Points

  • ଜୟ ଶ୍ରୀରାମ ନାରାରେ ଗଗମ ପବନ ପ୍ରକମ୍ପତି
  • ଅଦ୍ଭୂତ, ଅକଳ୍ପନୀୟ, ଅବର୍ଣ୍ଣନୀୟ
  • ଏ ଦିବ୍ୟ ମୂହୁର୍ତ୍ତକୁ ପରିପ୍ରକାଶ କରିବା ଅସମ୍ଭବ
  • ପୁରା ଭାରତ ବର୍ଷର ସନାତନ ଏବଂ ଆଧ୍ୟାତ୍ମିକ ଦର୍ଶନର ନୂଆ ଆୟମାରମ୍ଭ 
  • ପୀତାମ୍ବର ବସ୍ତ୍ରରେ ପ୍ରଧାନମନ୍ତ୍ରୀ
     

ଅଦ୍ଭୂତ, ଅକଳ୍ପନୀୟ, ଅବର୍ଣ୍ଣନୀୟ
ଏମିତି ଦିଶୁଛି ରାମ ମନ୍ଦିର...

ଫୁଲରେ ସଜ୍ଜିତ ଶ୍ରୀରାମଙ୍କ ଧନୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରଙ୍ଗବେରଙ୍ଗ ଫୁଲରେ ସୁସଜ୍ଜିତ ଭବ୍ୟ ରାମ ମନ୍ଦିର

ପ୍ରଧାନମନ୍ତ୍ରୀ ଧୂସର ରଙ୍ଗର ପାରମ୍ପରିକ ପୋଷାକ ପରିଧାନ କରି ପ୍ରାଣ ପ୍ରତିଷ୍ଠା ପାଇଁ ଯାଉଥିବା ଦୃଶ୍ୟ

ଜୀବନ୍ତ ହେଲେ ପ୍ରଭୁ ଶ୍ରୀରାମ

ଚାଲିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା...

ଭାବ ବିହ୍ୱଳ ପ୍ରଧାନମନ୍ତ୍ରୀ

ପ୍ରାଣ ପ୍ରତିଷ୍ଠା ସମୟର ଅପୂର୍ବ ଦୃଶ୍ୟ

ପୀତାମ୍ବର ବସ୍ତ୍ର,ଫୁଲରେ ସୁସଜ୍ଜିତ ଶ୍ରୀରାମଙ୍କ ଅପୂର୍ବ ଦୃଶ୍ୟ 

ପ୍ରଭୁ ଶ୍ରୀ ରାମଙ୍କ ଆରାଧନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୋହନ ଭାଗବତ

 

ଏ ଦିବ୍ୟ ମୂହୁର୍ତ୍ତକୁ ପରିପ୍ରକାଶ କରିବା ଅସମ୍ଭବ

ଭକ୍ତିରେ ବିଭୋର ଭକ୍ତ...

ଆଯୋଧ୍ୟାରେ ସାଧୁ ସନ୍ଥଙ୍କ ସମାଗମ...

ମନମୋହୁଛି ଶ୍ରୀରାମଙ୍କ ଦିବ୍ୟ ରୂପ...

 

ରାମ ମନ୍ଦିର ପ୍ରାଙ୍ଗଣରେ ସାଧୁ ସନ୍ଥ...