Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତୁ ଜାଣିବା ସେଦିନ କିପରି ଖେଳିବେ ହୋଲି  

Devotion

ଆସନ୍ତୁ ଜାଣିବା ସେଦିନ କିପରି ଖେଳିବେ ହୋଲି  

Rashmita Mishra
Browse all articles by Rashmita Mishra
·2 years ago·1 min read
ଆସନ୍ତୁ ଜାଣିବା ସେଦିନ କିପରି ଖେଳିବେ ହୋଲି  

ଚଳିତ ବର୍ଷ ହୋଲିରେ ଲାଗୁଛି ଚନ୍ଦ୍ର ଗ୍ରହଣ । ସେଦିନ କିପରି ହୋଲିର ପର୍ବ ପାଳନ କରିବେ, କେତେବେଳେ ରଙ୍ଗ ଖେଳିବେ ସେ ନେଇ ଦ୍ବନ୍ଦରେ ଲୋକେ । ତେବେ ଆସନ୍ତୁ ଜାଣିବା ସେଦିନ କିପରି ଖେଳିବେ ହୋଲି । 
ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 25ରେ ଲାଗୁଛି । ସେହି ଦିନ ରଙ୍ଗର ପର୍ବ ହୋଲି ଏବଂ ଫାଲଗୁନି ପୂର୍ଣ୍ଣିମା ସ୍ନାନ । ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ତାରିଖରେ  ସକାଳ ୧୦.୨୪ ରୁ ଆରମ୍ଭ ହୋଇ ୦୩.୦୧  ପର୍ଯ୍ୟନ୍ତ ଚାଲିବ ।ଏହା ପରେ ଚନ୍ଦ୍ରଗ୍ରହଣ ଶେଷ ହେବ । ଗ୍ରହଣ ଆରମ୍ଭ ହେଵା ୨ଘଣ୍ଟା ପୁର୍ବରୁ ପାକ ନିଷେଦ୍ଧ ହେବ। ସେହି ସମୟରେ କୌଣସି ଶୁଭ କାମ କରିବା ନିଷେଧ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହା ଦ୍ବାରା କୌଣସି ଅସୁଵିଧା ହେଵ ନାହିଁ । 

ଏପରି ପରିସ୍ଥିତିରେ ଆପଣ ହୋଲିକୁ ୨୫ ମାର୍ଚ୍ଚ ସକାଳ ଠାରୁ ପୁରା ଦିନ ପାଇଁ ଆନନ୍ଦରେ ପାଳନ କରିପାରିବେ । ଏହି ଦିନ ଆପଣଙ୍କର ରାଶି  ଅନୁଯାୟୀ ଶୁଭ ରଙ୍ଗର ପୋଷାକ ପିନ୍ଧନ୍ତୁ। ମାର୍ଚ୍ଚ ୨୪ରେ ସକାଳ ୦୯.୫୪  ରୁ ମାର୍ଚ୍ଚ 25 ରେ ୧୨.୨୯ ଅପରାହ୍ନ ପଯ୍ୟନ୍ତ ପୂଜା ପାଠ ସମସ୍ତ କାର୍ଯ୍ୟ କରିପାରିଵେ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Chandra Grahan 2024 | Argus News