Basant Panchami / ରାତି ପାହିଲେ ସରସ୍ୱତୀ ପୂଜା: ଘରକୁ ଆଣନ୍ତୁ ଏହି ୫ ଜିନିଷ, ବଦଳିଯିବ ଭାଗ୍ୟ
·7 months ago·2 min read

Key Points
ସରସ୍ବତୀ ପୂଜାରେ ଘରକୁ ଆଣନ୍ତୁ ଏହି ୫ ଜିନିଷ
ଏମିତି ବଦଳିଯିବ ଆପଣଙ୍କ ଭାଗ୍ୟ
ଏମିତି ବଦଳିଯିବ ଆପଣଙ୍କ ଭାଗ୍ୟ
ରାତି ପାହିଲେ ସରସ୍ୱତୀ ପୂଜା। ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ ହୋଇଥାଏ ବସନ୍ତ ପଞ୍ଚମୀ । ଏହି ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ କରାଯାଇଥାଏ। କାରଣ ଏହି ପବିତ୍ର ପର୍ବ ତଥା ଦିନଟି ଜ୍ଞାନ, ବୁଦ୍ଧି, ବାଣୀ ଏବଂ ବିଦ୍ୟାର ଦେବୀ ସରସ୍ବତୀଙ୍କୁ ସମର୍ପିତ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ୨୦୨୬ରେ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିର ଆରମ୍ଭ ଗୁରୁବାର ସନ୍ଧ୍ୟା ୬ଟା ୧୫ରୁ ଆରମ୍ଭ ହେଉଛି। ସେହିଭଳି ଏହି ପଞ୍ଚମୀ ତିଥିର ସମାପ୍ତ ଶୁକ୍ରବାର ରାତି ୮ଟା ୩୦ ମିନିଟ୍ରେ ହେଉଛି। ଯେହେତୁ ଜାନୁଆରୀ ୨୩ରେ ଅର୍ଥାତ୍ ଶୁକ୍ରବାର ସୂର୍ଯୋଦୟ ସମୟ ପଞ୍ଚମୀ ତିଥି ରହିବ ।
ଏଥିପାଇଁ ଏହି ଦିନ କିଛି ବିଶେଷ ସାମଗ୍ରୀ ଘରକୁ ଆଣିବା ଖୁବ୍ ଶୁଭ ବୋଲି ଧରାଯାଏ। ଜାଣନ୍ତୁ ଘରକୁ କଣ ଆଣିଲେ ବଦଳିବ ଭାଗ୍ୟ। ଭାରତର ଗାଁ ଠୁ ସହର ସବୁଠି ଏହି ଦିନ ପାଳନ ହୋଇଥାଏ ସରସ୍ବତୀ ପୂଜା।ହିନ୍ଦୁ ମାନ୍ୟତା ଅନୁସାରେ, ମାଘ ମାସର ଶୁକ୍ଳ ପକ୍ଷ ପଞ୍ଜମୀ ତିଥି ଦିନ ହିଁ ମା’ ସରସ୍ବତୀ ପ୍ରକଟ ହୋଇଥିଲେ। ବସନ୍ତ ପଞ୍ଚମୀ କେବଳ ଏକ ପର୍ବ ହିଁ ନୁହେଁ, ବରଂ ବର୍ଷର ଏକ ପବିତ୍ର ମୁହୂର୍ତ୍ତ।ବସନ୍ତ ପଞ୍ଚମୀରେ, ଘରକୁ ପାଞ୍ଚଟି ହଳଦିଆ କଉଡ଼ି ଆଣି ସେଗୁଡ଼ିକୁ ଦେବୀ ଲକ୍ଷ୍ମୀଙ୍କ ପାଦ ତଳେ ରଖନ୍ତୁ ଏବଂ ଧନ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବା ଶୁଭ ହୋଇଥାଏ। ଏହାପରେ କଉଡ଼ିଗୁଡ଼ିକୁ ଘରେ ଟଙ୍କା ରଖୁଥିବା ସ୍ଥାନରେ ଏହାକୁ ବାନ୍ଧିଦିଅନ୍ତୁ। ଏଭଳି କରିବା ଦ୍ବାରା ଘରେ ଅର୍ଥାଭାବ ଦୂର ହୋଇଥାଏ।
ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। ଏହି ରଙ୍ଗ ବସନ୍ତ ଋତୁ ଏବଂ ଦେବୀ ସରସ୍ୱତୀ ଉଭୟଙ୍କ ପାଇଁ ପ୍ରିୟ ବୋଲି ବିବେଚନା କରାଯାଏ। ଏହି ଦିନ ଦେବୀଙ୍କୁ ହଳଦିଆ ଫୁଲ କିମ୍ବା ହଳଦିଆ ଫୁଲର ମାଳା ଅର୍ପଣ କରିବା ଉଚିତ। ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ ଏବଂ ଅଧ୍ୟୟନରେ ଏକାଗ୍ରତା ବୃଦ୍ଧି ପାଏ। ବସନ୍ତ ପଞ୍ଚମୀରେ, ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଘରକୁ ଆଣିବା ଉଚିତ। ବାସ୍ତୁ ଅନୁସାରେ, ମୂର୍ତ୍ତିକୁ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ।
ଏଥିସହ ପଢ଼ନ୍ତୁ: ରୋହିତଙ୍କ ଭରସା, ବିଶ୍ୱକପ୍ ଜିତିବାରେ ଇଣ୍ଡିଆ ପାଇଁ ଟ୍ରମ୍ପ କାର୍ଡ ସାଜିବେ ଏହି ଖେଳାଳି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ଘରେ ସକାରାତ୍ମକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ। ବସନ୍ତ ପଞ୍ଚମୀ ଦିନ ବିବାହ ସହ ଜଡ଼ିତ ସାମଗ୍ରୀ କିଣିବା ଶୁଭ ହୋଇଥାଏ। ଯଦି କୌଣସି ନିର୍ବନ୍ଧ କିମ୍ବା ବିବାହ ହେବାକୁ ଯାଉଥାଏ, ତେବେ ବସନ୍ତ ପଞ୍ଚମୀରେ ଏଥିପାଇଁ ଆବଶ୍ୟକ ସାମଗ୍ରୀ କିଣିବା ଉଚିତ। ଏପରି କରିବା ଦ୍ୱାରା ବିବାହ କିମ୍ବା ବୈବାହିକ ଜୀବନ ଖୁସିମୟ ରହିଥାଏ ବୋଲି ବିଶ୍ବାସ ରହିଥାଏ।ବାସ୍ତୁ ଶାସ୍ତ୍ରରେ ମୟୂର ପୂଚ୍ଛକୁ ଖୁବ୍ ଶୁଭ ବୋଲି ବିବେଚନା କରାଯାଏ। ବସନ୍ତ ପଞ୍ଚମୀରେ ଏହାକୁ ଘରକୁ ଆଣିବା ଉଚିତ। ଏହାକୁ ଯୋଡ଼ା ଯୋଡ଼ା କରି ଘରକୁ ଆଣିବା ଉଚିତ। ଏହାକୁ ଘରର ଡ୍ରଇଂ ରୁମରେ କିମ୍ବା ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ରଖିପାରିବେ। ଏହାଦ୍ବାରା ପିଲାମାନଙ୍କର ଏକାଗ୍ରତା ବୃଦ୍ଧି ପାଏ ବୋଲି ବିଶ୍ୱାସ କରାଯାଏ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:
Related Topics
Explore more stories