Videos
|
Education & Employment

ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ISC ରେଜଲ୍ଟ

Smruti Parija
Browse all articles by Smruti Parija
·1 year ago
ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ISC ରେଜଲ୍ଟ

ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ISC ରେଜଲ୍ଟ । CISCE ର ୱେବସାଇଟ୍‌ରେ ରେଜଲ୍ଟ ପ୍ରକାଶିତ ହୋଇଛି । ପରୀକ୍ଷାର୍ଥୀମାନେ CISCE.Orgରେ ମଧ୍ୟ ରେଜଲ୍ଟ ଦେଖିପାରିବେ । ସିଆଇଏସସିଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।


ଚଳିତ ବର୍ଷ ଦଶମରେ ପାସ ହାର ୯୯.୦୯ ରହିଛି। ଦଶମ ଶ୍ରେଣୀରେ ୯୯.୩୭ ପ୍ରତିଶତ ଝିଅ ଏବଂ ୯୮.୮୪ ପ୍ରତିଶତ ପୁଅ ପାସ୍ କରିଛନ୍ତି। ସେହିପରି ISC ଦ୍ୱାଦଶ ଶ୍ରେଣୀରେ, ପୁଅମାନଙ୍କ ପାସ୍ ହାର ୯୮.୬୪ ପ୍ରତିଶତ ଥିବା ବେଳେ ଝିଅମାନେ ୯୯.୪୫ ପ୍ରତିଶତ ରହିଛି। ଉଭୟ ଦଶମ ଓ ଦ୍ବାଦଶରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: