ଆସନ୍ତା ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
·1 year ago

ଅର୍ଗସ ବ୍ୟୁରୋ : ଆସନ୍ତା ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା । ଆଜିଠୁ ପରୀକ୍ଷା ହବକୁ ଯିବ ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର । ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଅଧୀନରେ ଆସୁଥିବା ପରୀକ୍ଷା ହବଗୁଡିକୁ ଯିବ ପରୀକ୍ଷା ପ୍ରଶ୍ନପତ୍ର । ୧୦ଟି ରୁଟ ଦେଇ କଡ଼ା ସୁରକ୍ଷାରେ ଯିବ ପରୀକ୍ଷା ପ୍ରଶ୍ନପତ୍ର । ଚଳିତ ଥର ହୋଇଛି ୨୦୫ ପରୀକ୍ଷା ହବ୍ ।
ଏଥର ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । CHSE ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିସରରରୁ ବାହାରିବ ପ୍ରଶ୍ନ ପତ୍ର ସହ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର। ବସରେ ଆର୍ମଡ଼ ପୋଲିସ ଅଫିସର ରହିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: