Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Argus Education Next କନକ୍ଲେଭ୍‌; ଆଜି ହିଁ କରନ୍ତୁ ଆବେଦନ

Education & Employment

Argus Education Next / Argus Education Next କନକ୍ଲେଭ୍‌; ଆଜି ହିଁ କରନ୍ତୁ ଆବେଦନ

Sushanta Sahoo
Browse all articles by Sushanta Sahoo
·7 hours ago·4 min read
Argus Education Next କନକ୍ଲେଭ୍‌; ଆଜି ହିଁ କରନ୍ତୁ ଆବେଦନ
Argus Education Next · 2026

Key Points

ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ୍ ଅର୍ଗସ୍ ନ୍ୟୁଜ୍ ନେଇ ଆସିଛି Argus Education Next କନକ୍ଲେଭ୍‌ର ପଞ୍ଚମ ସଂସ୍କରଣ । ଯେଉଁଠି ଶିକ୍ଷାନୁଷ୍ଠାନଙ୍କୁ ମିଳିବ ବ୍ୟାପକ ପରିଚୟ । ପାଠପଢ଼ା, ଭିତ୍ତିଭୂମି, ନୂତନତ୍ଵ ଓ ସାମାଜିକ ପ୍ରଭାବ ପକାଉଥିବା ସଂସ୍ଥାମାନଙ୍କୁ ମିଳିବ ସ୍ଵୀକୃତି ।
ଭୁବନେଶ୍ଵର: ଶିକ୍ଷା କ୍ଷେତ୍ରରେ ନୂତନତ୍ଵ, ନୀତି ଓ ଅଭିବୃଦ୍ଧି ଉପରେ ହେବ ଚର୍ଚ୍ଚା । ଆଲୋଚନାର ମଞ୍ଚ ହେବ Argus Education Next - Season 5 । ଯେଉଁଠି ଶିକ୍ଷାନୁଷ୍ଠାନଙ୍କୁ ମିଳିବ ବ୍ୟାପକ ପରିଚୟ । ପାଠପଢ଼ା, ଭିତ୍ତିଭୂମି, ନୂତନତ୍ଵ ଓ ସାମାଜିକ ପ୍ରଭାବ ପକାଉଥିବା ସଂସ୍ଥାମାନଙ୍କୁ ମିଳିବ ସ୍ଵୀକୃତି । ଯାହା ରାଜ୍ୟରେ ଶିକ୍ଷାକ୍ଷେତ୍ରର ଗୁଣାତ୍ମକ ମାନକୁ ଆହୁରି ବଢ଼ାଇବାରେ ପ୍ରେରଣା ଯୋଗାଇବ, ଉତ୍ସାହିତ କରିବ । ବିକଶିତ ଓଡ଼ିଶା ଆଡ଼କୁ ବଢ଼ିବାର ପଥକୁ ଆହୁରି ସୁଗମ ଓ ସୁଦୃଢ଼ କରିବ ।

ଏହି ଲକ୍ଷ୍ୟ ସହ ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ୍ ଅର୍ଗସ୍ ନ୍ୟୁଜ୍ ନେଇ ଆସିଛି Argus Education Next କନକ୍ଲେଭ୍‌ର ପଞ୍ଚମ ସଂସ୍କରଣ । ୨୦୨୨ରୁ ଅର୍ଗସ୍ ନ୍ୟୁଜ୍ Argus Education Next କନକ୍ଲେଭ୍ ଆୟୋଜନ କରି ଆସୁଛି । ଯାହାକୁ ମିଳିଛି ଆପଣମାନଙ୍କ ଅକୁଣ୍ଠ ଭଲ ପାଇବା ଓ ସମର୍ଥନ ।

୨୦୨୨ ପରେ ୨୦୨୩, ୨୦୨୪ ଓ ୨୦୨୫ରେ ଆପଣମାନେ Argus Education Next କନକ୍ଲେଭକୁ ଅଭୂତପୂର୍ବ ସମର୍ଥନ ଦେଇ ଆସିଛନ୍ତି । ଆଉ ଆପଣମାନଙ୍କ ସମର୍ଥନ ଆମକୁ Argus Education Next କନକ୍ଲେଭ୍‌ର ପଞ୍ଚମ ସଂସ୍କରଣ ଆୟୋଜନ ପାଇଁ ପ୍ରେରଣା ଦେଇଛି ।

Argus Education Next କନକ୍ଲେଭ୍‌ର ପଞ୍ଚମ ସଂସ୍କରଣ ପାଇଁ ନାମାଙ୍କନ ଆରମ୍ଭ ହୋଇ ସାରିଛି । ୨୦୨୬ ମେ ୧୨ ତାରିଖରୁ ଜାରି ରହିଛି ନାମାଙ୍କନ । ପୂର୍ବ ସଂସ୍କରଣ ଭଳି ଆପଣମାନଙ୍କ ଶତାଧିକ ନାମାଙ୍କନ ଆମକୁ ଉତ୍ସାହିତ କରୁଛି । ମେ ୨୫ ତାରିଖରେ ନାମାଙ୍କନ ସରିବ । ମେ ୨୭ ତାରିଖ ସୁଦ୍ଧା ଆପଣ ଆପଣଙ୍କ ପସନ୍ଦିତ ଶିକ୍ଷାନୁଷ୍ଠାନକୁ ବିଭିନ୍ନ ବର୍ଗରେ ଭୋଟ୍ ଦେଇ ପାରିବେ ।

୨୦୨୬ ଜୁନ୍ ୧ ତାରିଖରେ Argus Education Next - Season 5 କନକ୍ଲେଭ୍ ଆୟୋଜିତ ହେବ । ବିଭିନ୍ନ ବର୍ଗରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ସମ୍ମାନ ସହ ମିଳିବ ସ୍ଵୀକୃତି । ଆଜି ହିଁ ଆବେଦନ କରନ୍ତୁ । ଆବେଦନ କରିବା ପାଇଁ ପରିଦର୍ଶନ କରନ୍ତୁ ଆମ ୱେବସାଇଟ୍ https://educationnext.argusnews.in/  ନିମ୍ନ ୫ଟି ବର୍ଗରେ ଆପଣଙ୍କ ଶିକ୍ଷାନୁଷ୍ଠାନ ନାଁ ନାମାଙ୍କନ କରନ୍ତୁ ।

1. Argus Institution of the Year

- ଉତ୍ତମ ପାଠପଢ଼ା, ଆଧୁନିକ ଜ୍ଞାନକୌଶଳ ଆଉ ସାମଗ୍ରିକ ବିକାଶର ଆକଳନ
- ସ୍କୁଲ ହେଉ କି କଲେଜ, ଆପଣଙ୍କ ପ୍ରୟାସ ପାଇବ ନୂଆ ପରିଚୟ
- ଶିକ୍ଷାଦାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅନୁଷ୍ଠାନର ଚୟନ
- ଆପଣଙ୍କ ଅନୁଷ୍ଠାନର ପ୍ରଦର୍ଶନ ଆଉ ପ୍ରତିଷ୍ଠା ଦେଖିବ ସାରା ଓଡ଼ିଶା
- ଶ୍ରେଷ୍ଠ ଭିତ୍ତିଭୂମି ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ମଳିବ ସ୍ବୀକୃତି
- କେଉଁ ଅନୁଷ୍ଠାନ ହେବ Argus Institution of the Year’ ?
- ଆଜି ହିଁ ଆବେଦନ କରନ୍ତୁ
-ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ଅର୍ଗସ ୱେବସାଇଟ୍ କିମ୍ବା ଆପ୍

2. Argus Excellence in Academic Performance

- ଶିକ୍ଷା କ୍ଷେତ୍ରରେ କାହାର ରହିଛି ଶ୍ରେଷ୍ଠ ପ୍ରଦର୍ଶନ ?
- ବୋର୍ଡ ପରୀକ୍ଷା ହେଉ କି ପ୍ରତିଯୋଗିତାମୂଳକ ପରୀକ୍ଷା
- ଏବେ ଏକାଡେମିକ ସଫଳତାକୁ ସମ୍ମାନ ଜଣାଇବାର ସମୟ
- ଦକ୍ଷ ଶିକ୍ଷକ, ଉନ୍ନତ ଶିକ୍ଷାଦାନ ଏବଂ ଶ୍ରେଷ୍ଠ ପରୀକ୍ଷାଫଳର ହେବ ଅସଲ ମୂଲ୍ୟାଙ୍କନ
- ନିଜ ଅନୁଷ୍ଠାନର ଏହି ଅଦ୍ୱିତୀୟ ସଫଳତାକୁ ଏବେ ରଖନ୍ତୁ ସାରା ଓଡ଼ିଶା ଆଗରେ…
- ପ୍ରତି ବର୍ଷର କ୍ରମାଗତ ସଫଳତା ପାଇଁ ପାଆନ୍ତୁ ସବୁଠାରୁ ବଡ଼ ସ୍ୱୀକୃତି
- ଆଜି ହିଁ ନାମାଙ୍କନ ଦାଖଲ କରନ୍ତୁ ଏବଂ ଜିତନ୍ତୁ ଅର୍ଗସ୍ Excellence in Academic Performance ସମ୍ମାନ
-ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ଅର୍ଗସ ୱେବସାଇଟ୍ କିମ୍ବା ଆପ୍

3. Argus NEP Aligned Institution Award

- ନୂତନ ଶିକ୍ଷା ନୀତି ସହ କିଏ ପାଦ ମିଳାଇ ଚାଲିଛି ଆଗକୁ ?
- ବୈଷୟିକ ଜ୍ଞାନ, ଏଆଇ ଓ ରୋବୋଟିକ୍ସ କ୍ଷେତ୍ରରେ କିଏ ଆଣିଛି ବିପ୍ଳବ ?
- କେବଳ ଘୋଷା ପାଠ ନୁହେଁ, ବାସ୍ତବ ଅଭିଜ୍ଞତା ଓ ଦକ୍ଷତା ବିକାଶର ଏହା ଏକ ନୂଆ ପର୍ବ
- ଆଧୁନିକ ଶିକ୍ଷାଦାନ ଓ ପ୍ରଶିକ୍ଷିତ ଶିକ୍ଷକଙ୍କ ପ୍ରୟାସକୁ ମିଳିବ ଉପଯୁକ୍ତ ମାନ୍ୟତା
-ଆପଣଙ୍କ ଅନୁଷ୍ଠାନର ଏହି ପରିବର୍ତ୍ତନର କାହାଣୀ ଦେଖିବ ସାରା ଓଡ଼ିଶା
-NEP-୨୦୨୦କୁ ଆପଣେଇଥିବା ଶ୍ରେଷ୍ଠ ଅନୁଷ୍ଠାନକୁ ମିଳିବ ସ୍ବୀକୃତି
-ଆଜି ହିଁ ନାମାଙ୍କନ କରନ୍ତୁ
-ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ଅର୍ଗସ ୱେବସାଇଟ୍ କିମ୍ବା ଆପ୍

4.Argus Emerging Education Excellence Award

- ଶିକ୍ଷା କ୍ଷେତ୍ରରେ କିଏ ସାଜିଛି ଏକ ନୂଆ ସମ୍ଭାବନା ଓ ଆଶାର କିରଣ ?
- ଆଧୁନିକ ଭିତ୍ତିଭୂମି ସହ ନୂଆଯୁଗର ଶିକ୍ଷାଦାନରେ କିଏ ହୋଇଛି ଅଗ୍ରଣୀ ?
- ଦ୍ରୁତ ଅଭିବୃଦ୍ଧି, ନୂତନ ପାଠ୍ୟକ୍ରମ ଓ ଅଭିନବ ଦୃଷ୍ଟିକୋଣର ହେବ ମୂଲ୍ୟାଙ୍କନ
- ବିଦ୍ୟାର୍ଥୀଙ୍କ ସଫଳତା ଓ ନୂତନ ପଦକ୍ଷେପ ପାଇଁ ମିଳିବ ଏକ ସ୍ୱତନ୍ତ୍ର ପରିଚୟ
- ଏବେ ସାରା ଓଡ଼ିଶା ଦେଖିବ ଆପଣଙ୍କ ଅନୁଷ୍ଠାନର ପ୍ରତିଭା ଓ ପ୍ରତିଷ୍ଠା
- ଓଡ଼ିଶାର ଶ୍ରେଷ୍ଠ ଉଦୀୟମାନ ଶିକ୍ଷାନୁଷ୍ଠାନକୁ ମିଳିବ ସ୍ବୀକୃତି
Argus Emerging Education Excellence Award ପାଇଁ ଆଜି ହିଁ ନାମାଙ୍କନ କରନ୍ତୁ
-ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ଅର୍ଗସ ୱେବସାଇଟ୍ କିମ୍ବା ଆପ୍

5. Argus Excellence in Holistic Development

- କେବଳ ପାଠପଢ଼ା ନୁହେଁ, ବ୍ୟକ୍ତିତ୍ୱର ବିକାଶରେ କିଏ ସାଜିଛି ଉଦାହରଣ ?
-ଖେଳକୁଦ, କଳା ସଂସ୍କୃତି…ପ୍ରତିଟି କ୍ଷେତ୍ରରେ କିଏ ପ୍ରତିପାଦନ କରିଛି ନିଜର ଶ୍ରେଷ୍ଠତା ?
- ନେତୃତ୍ୱ ନେବାର ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧରେ କେଉଁ ଶିକ୍ଷାନୁଷ୍ଠାନ ରହିଛି ଆଗରେ ?
- କେଉଁ ଅନୁଷ୍ଠାନ ଆପଣେଇଛି ଆଧୁନିକ ଜ୍ଞାନକୌଶଳ ଓ ନୂତନ ଚିନ୍ତାଧାରା ?
- ଆପଣଙ୍କ ଅନୁଷ୍ଠାନର ଏହି ବିଶେଷ ପ୍ରୟାସକୁ ଏବେ ଜାଣିବ ସାରା ଓଡ଼ିଶା
Argus Excellence in Holistic Development
-ଆଜି ହିଁ ନାମାଙ୍କନ କରନ୍ତୁ ଏବଂ ଏହି ବିଭାଗରେ ବିଜେତା ହୁଅନ୍ତୁ
-ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ଅର୍ଗସ ୱେବସାଇଟ୍ କିମ୍ବା ଆପ୍ 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Argus Education Next Season 5: Nominations Open for Odisha Institutions | Argus News | Argus News