+2 ରେଜଲ୍ଟ; ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

Key Points
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଏକସଙ୍ଗେ ପ୍ରକାଶ ପାଇଲା ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଫଳାଫଳ । ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳକୁ results.odisha.gov.in କିମ୍ବା results.digilocker.gov.in ୱେବସାଇଟ୍ ମାଧ୍ୟମରେ ଜାଣିପାରିବେ । ଚଳିତ ବର୍ଷ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।
ଚଳିତ ବର୍ଷ ପାସ୍ ହାର୍ ୮୨.୭୭ ପ୍ରତିଶତ
ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର୍ ଅଧିକ
ଝିଅଙ୍କ ପାସ୍ ହାର୍ ୮୭.୨୪%, ପୁଅଙ୍କ ପାସ୍ ହାର୍ ୭୭.୮୮%
୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ
୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ
ବିଜ୍ଞାନ - ୮୭,୪୯%
କଳା - ୮୦. ୫୧%
ବାଣିଜ୍ୟ - ୮୩. ୨%
ଧନ୍ଦାମୂଳକ - ୬୦.୫୭ %
ପାସ ହାର - ୮୨, ୭୭ %
ଝିଅଙ୍କ ପାସ ହାର ୮୭. ୨୪%
ପୁଅଙ୍କ ପାସ ହାର ୭୭.୮୮%
📱 Get Argus News App
✨ପ୍ରଥମ ଡିଭିଜନ - ୧, ୯ ହଜାର ୫୪ ଜଣ
୨ୟ ଡିଭିଜନ- ୭୬, ୮୧୫
୩ୟ ଡିଭିଜନ- ୧, ୪୩, ୩୩୯
ବରଗଡ଼ରେ କଳାରେ ସର୍ବାଧିକ ପାସହାର ୮୭.୬୦%
ନବରଙ୍ଗପୁରେ ସର୍ବନିମ୍ନ ପାସହାର ୬୮.୧୩%
ବାଣିଜ୍ୟରେ ନୟାଗଡ଼ ସର୍ବାଧିକ ୯୩.୭୧%, ସର୍ବନିମ୍ନ ବଲାଙ୍ଗୀର ୬୮.୧୯%
ବିଜ୍ଞାନରେ ସର୍ବାଧିକ ନୟାଗଡ଼ ୯୭.୫୮%,ସର୍ବନିମ୍ନ ବୌଦ୍ଧ ୭୧.୮୫5%