Retirement Solution / ଘରେ ବସି ସାଇଡ୍ ଇନକମ୍ କରିବାକୁ ଚାହୁଁଛନ୍ତି କି ? ପୋଷ୍ଟାଲ ଦେଲା ସୁବର୍ଣ୍ଣ ସୁଯୋଗ...
·4 months ago·2 min read

Key Points
ଆସିଲା ଖୁସି ଖବର
ପ୍ରତି ମାସରେ ୨୦ ହଜାର ପର୍ଯ୍ୟନ୍ତ ଇନ୍କମ୍ !
ଜାଣନ୍ତୁ ପୁରା ଅପଡେଟ୍
ପ୍ରତି ମାସରେ ୨୦ ହଜାର ପର୍ଯ୍ୟନ୍ତ ଇନ୍କମ୍ !
ଜାଣନ୍ତୁ ପୁରା ଅପଡେଟ୍
ଆସିଲା ଖୁସି ଖବର। ଯଦି ଆପଣ କିଛି ସାଇଡ୍ ଇନକମ୍ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଜାଣିନିଅନ୍ତୁ ଏହି ସ୍କିମ୍। ଘରେ ବସି ବସି ପ୍ରତି ମାସରେ କରିପାରିବେ ଇନ୍କମ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ଆଉ ପୋଷ୍ଟାଲ ଆଣିଛି ଆପଣଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ। ବର୍ତ୍ତମାନ ସମୟରେ ଅଧିକାଂଶ ବ୍ୟକ୍ତି ନିଜର ନିୟମିତ ଆୟ ସହିତ କିଛି ସାଇଡ୍ ଇନ୍କମ୍ କଥା ଚିନ୍ତା କରୁଛନ୍ତି । ଏଥିପାଇଁ ଅଧିକ କାମ ହେଉ କିମ୍ବା ବ୍ୟବସାୟ ପନ୍ଥା ଆପଣାଉଛନ୍ତି । ଛୋଟ ବଡ଼ ବ୍ୟବସାୟ ଯାହାକି ହେଉ ନା କାହିଁକି ସବୁଥିଲେ ନିବେଶ କରିବାକୁ ପଡିବ । ନଚେତ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡିବ । ତେବେ ଏଥିପାଇଁ ନିବେଶ କରିବାର ଆବଶ୍ୟକତା ରହିଛି ।
ଏହି ସ୍କିମ୍ ଦ୍ୱାରା ଅବସର ପରେ ବୃଦ୍ଧ ବୟସ୍କମାନେ ଆର୍ଥିକ ଭାବରେ ମଜଭୁତ ହୋଇ ଥାଆନ୍ତି । ଏହାଛଡ଼ା ୬୦ ବର୍ଷ ବା ତାଠାରୁ ଅଧିକ ଦମ୍ପତି ଜଏଣ୍ଟ ଜମା ଖାତା ଖୋଲି ପାରିବେ । ଏଥିରେ ୩୦ ଲକ୍ଷ ଟଙ୍କା ନିବେଶ କଲେ ବୟସ୍କମାନେ ଅଧିକ ଲାଭ ପାଇ ପାରିବେ । ୩୦ ଲକ୍ଷ ନିବେଶ କଲେ ୮.୨ ପ୍ରତିଶତ ସୁଧ ହିସାବରେ ୨.୪୬ ଲକ୍ଷ ଟଙ୍କା ସୁଧ ମିଳିବ । ଏହାକୁ ମାସିକ ଭାବରେ ହିସାବ କଲେ ଆପଣଙ୍କୁ ମାସିକ ୨୦ ହଜରା ଟଙ୍କା ମିଳି ପାରିବ ।ଲୋକଙ୍କ ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ନୂଆ ନୂଆ ନିବେଶ ଓ ସଞ୍ଚୟ ଯୋଜନା ଆଣୁଛନ୍ତି ସରକାର ।
ଏଥିରେ ନିବେଶ ଅତ୍ୟନ୍ତ ସୁରକ୍ଷିତ ରହିଥିବା ବେଳେ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । କିଛି ଲୋକ ପରିଣତ ବୟସରେ କିଛି ରେଗୁଲାର୍ ଇନ୍କମ୍ ବିଷୟରେ ମଧ୍ୟ ଚିନ୍ତା କରନ୍ତି । ଏଥିରେ ମିଳୁଥିବା ସୁଧ ରିଟର୍ଣ୍ଣ କଥା କହିଲେ ଗତ ଜାନୁଆରୀ ମାସରୁ ମୂଳ ନିବେଶ ଉପରେ ୮.୨ ପ୍ରତିଶତ ସୁଧ ଅଫର୍ କରାଯାଉଛି । ପୋଷ୍ଟ ଅଫିସ୍ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ରେ ମାତ୍ର ୧ ହଜାର ଟଙ୍କାରେ ନିବେଶ ଆରମ୍ଭ କରିପାରିବେ । ଏଥିରେ ଅଧିକରୁ ଅଧିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ପାରିବେ ବୃଦ୍ଧ ବୟସ୍କ ।
ଏଥିସହ ପଢ଼ନ୍ତୁ: ଏମିତି ନେଉଛି କମ୍ପାନୀ ଚାକିରି: ମାସକ ଭିତରେ ଏମିତି ଗଲା ୪୬,୭୫୦ ଜଣଙ୍କ ଚାକିରି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଯଦି ଆପଣ ବି ଆର୍ଥିକ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସ୍ ସ୍କିମ୍ ଆପଣଙ୍କ କାମରେ ଆସିପାରେ । ଏହି ସଞ୍ଚୟ ସ୍କିମ୍ ବୃଦ୍ଧ ବୟସ୍କଙ୍କୁ ମାଲାମାଲ କରିଦେବ । ଏହି ଯୋଜନାରେ ମୂଳ ନିବେଶ ଉପରେ ଗ୍ରାହକଙ୍କୁ ୮ ପ୍ରତିଶତ ସୁଧହାରରେ ରିଟର୍ଣ୍ଣ ମିଳିବ । ଏହାର ଅର୍ଥ ବ୍ୟାଙ୍କ୍ FDରୁ ଅଧିକ ସୁଧ ମିଳି ପାରୁଛି ।ଏହି ସ୍କିମ୍ରେ ସବୁ ବର୍ଗର ଲୋକ ନିବେଶ କରି ପାରିବେ । ଏହା ଏକ ସ୍ୱଳ୍ପ ସଞ୍ଚୟ ସେଭିଂ ସ୍କିମ୍ ଅଟେ । ଏହି ସ୍କିମ୍ରେ ବ୍ୟାଙ୍କ୍ FDରୁ ଅଧିକ ସୁଧ ମିଳି ପାରୁଛି । ଏହି ସ୍କିମ୍ରେ ରେଗୁଲାର ଇନ୍କମ୍ ପକ୍କା ହୋଇଥାଏ । ଏଥିରେ ନିବେଶ କଲେ ମାସିକ ୨୦ ହଜାର ଟଙ୍କା ଇନ୍କମ୍ ହୋଇପାରିବ ।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:
(ଉପୋରକ୍ତ ସୂଚନା କେବଳ ଗଣମାଧ୍ୟମ ପ୍ରତିନିଧି ହିସାବରେ ଖବର ପ୍ରସାରଣ ନିମନ୍ତେ । ଅଧିକ ଜାଣିବା ପାଇଁ ସଂପୃକ୍ତ ବିଭାଗ ସହିତ ଯୋଗାଯୋଗ କରନ୍ତୁ ।)
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:
(ଉପୋରକ୍ତ ସୂଚନା କେବଳ ଗଣମାଧ୍ୟମ ପ୍ରତିନିଧି ହିସାବରେ ଖବର ପ୍ରସାରଣ ନିମନ୍ତେ । ଅଧିକ ଜାଣିବା ପାଇଁ ସଂପୃକ୍ତ ବିଭାଗ ସହିତ ଯୋଗାଯୋଗ କରନ୍ତୁ ।)
Related Topics
Explore more stories