DA hike / ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, 8ମ ବେତନ କମିଶନରେ ହେବ...
·7 months ago·2 min read

Key Points
ସରକାରୀ କର୍ମଚାରୀଙ୍କୁ ହୋଲି ପୂର୍ବରୁ ମିଳିବ ବଡ଼ ଉପହାର
DA କୁ ନେଇ ହୋଇପାରେ ବଡ଼ ଘୋଷଣା
DA କୁ ନେଇ ହୋଇପାରେ ବଡ଼ ଘୋଷଣା
DAକୁ ନେଇ ଆସିଲା ବଡ଼ ଖବର। ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ । ସେ ପୁଣି ହୋଲି ପୂର୍ବରୁ ବୋଲି ଶୁଣିବାକୁ ମିଳୁଛି। ଆଉ କିଛି ଦିନ ପରେ ରଙ୍ଗର ପର୍ବ ହୋଲି ଆସିବାକୁ ଯାଉଛି। ଯାହା ପୂର୍ବରୁ ସରକାର କିଛି ବଡ଼ ଘୋଷଣା କରିପାରନ୍ତି। ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି। ମାର୍ଚ୍ଚ ମାସ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଆଣିବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଏବଂ AICPI-IW (Consumer Price Index for Industrial Workers)ର ସଦ୍ୟତମ ତଥ୍ୟ ଅନୁସାରେ, ସରକାର ହୋଲି ପାଖାପାଖି ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ଆନୁଷ୍ଠାନିକ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଏହି ବୃଦ୍ଧି ଜାନୁଆରୀ 1, 2026 ରୁ କାର୍ଯ୍ୟକାରୀ ହେବ।
ଚର୍ଚ୍ଚା ହେଉଥିଲା ଯେ 50% DA ହାସଲ ହେବା ପରେ, ଏହାକୁ ମୂଳ ଦରମା ସହିତ ମର୍ଜ କରାଯିବ, କିନ୍ତୁ ଅର୍ଥ ମନ୍ତ୍ରଣାଳୟ ବର୍ତ୍ତମାନ ପାଇଁ ଏହି ପ୍ରସଙ୍ଗରେ ନୀରବ ରହିଛି। ତଥାପି, 8ମ ବେତନ କମିଶନ କାର୍ଯ୍ୟକାରୀ ହେବା ମାତ୍ରେ, DA କୁ ଶୂନ୍ୟ (Zero) କରାଯିବ ଏବଂ ଏକ ନୂତନ ବେସିକ ସାଲାରୀ ପ୍ରସ୍ତୁତ ହେବ। DA ସିଧାସଳଖ ଆପଣଙ୍କ ବେସିକ ସାଲାରୀ ଉପରେ କାଲକୁଲେଟ ହୁଏ । ଫଳସ୍ୱରୂପ ଦରମାରେ 2% ବୃଦ୍ଧି ନିମ୍ନଲିଖିତ ହେବ:
8ମ ବେତନ କମିଶନ ଏବଂ ସାଲାରୀ ଷ୍ଟ୍ରକ୍ଚର:
7ମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର 31, 2025 ରେ ଶେଷ ହୋଇଥିଲା ଏବଂ ସେବେଠାରୁ 8ମ ବେତନ କମିଶନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଗୁରୁତ୍ୱପୂର୍ଣ୍ଣ ଦରମା ବୃଦ୍ଧି: 8ମ ବେତନ କମିଶନ କାର୍ଯ୍ୟକାରୀ ହେବା ପରେ ଫିଟମେଣ୍ଟ ଫ୍ୟାକ୍ଟର ପରିବର୍ତ୍ତନ ହେବ। ଆଶା କରାଯାଉଛି ଯେ ଏହାକୁ 2.86 କିମ୍ବା 3.0 କୁ ବୃଦ୍ଧି କରାଯାଇପାରେ, ଯାହା ସର୍ବନିମ୍ନ ଦରମା 18,000 ରୁ ବୃଦ୍ଧିପାଇ 30,000ରୁ 50,000 ମଧ୍ୟରେ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିସେମ୍ବର 2025 ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ, ବିଶେଷଜ୍ଞମାନେ ଏଥର DA ରେ 2% ବୃଦ୍ଧି ଆକଳନ କରୁଛନ୍ତି। ବର୍ତ୍ତମାନ, ମହଙ୍ଗା ଭତ୍ତା 58% (ଅକ୍ଟୋବର 2025 ରେ 3% ବୃଦ୍ଧି ପରେ)। ଯଦି ସରକାର 2% ବୃଦ୍ଧିକୁ ଅନୁମୋଦନ କରନ୍ତି, ତେବେ ମୋଟ ମହଙ୍ଗା ଭତ୍ତା 60% ରେ ପହଞ୍ଚିବ। ଯଦିଓ କିଛି ରିପୋର୍ଟ 6% ବୃଦ୍ଧି ଦାବି କରୁଛି, AICPI ର 12 ମାସର ହାରାହାରି (145.54) ଆଧାରରେ 2% ବୃଦ୍ଧିକୁ ସବୁଠାରୁ ସଠିକ୍ ବୋଲି ବିବେଚନା କରାଯାଏ।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର: JEE ମେନ୍ ରେଜଲ୍ଟ: ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର: JEE ମେନ୍ ରେଜଲ୍ଟ: ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର
Related Topics
Explore more stories