Post Recruitment / ହାତଛଡା କରନ୍ତୁନି ଏହି ସୁଯୋଗ, ଦଶମ ପାସ କରିଥିଲେ ମିଳିବ ମୋଟା ଅଙ୍କର ଦରମା...
·5 months ago·2 min read

Key Points
ସୁବର୍ଣ୍ଣ ସୁଯୋଗ ଡାକ ବିଭାଗରେ ବଡ଼ ନିଯୁକ୍ତି
ଦଶମ ପାସ କରିଥିଲେ କରିପାରିବେ ଆବେଦନ
ଦଶମ ପାସ କରିଥିଲେ କରିପାରିବେ ଆବେଦନ
ସମସ୍ତଙ୍କର ବହୁତ ଇଛା ଥାଏ ସରକାରୀ ଚାକିରି ଖଣ୍ଡେ କରିବାକୁ। କିନ୍ତୁ ହୁଏତ କାହାର ଭାଗ୍ୟ କାହାକୁ ମିଳିଯାଏ ଆଉ କିଏ କିଏ ଅଧିକ ପରିଶ୍ରମ କରି ମଧ୍ୟ ଚାକିରି ଖଣ୍ଡେ ପାଇବା ପାଇଁ। କିନ୍ତୁ ବର୍ତ୍ତମାନ ଡାକ ବିଭାଗ ଆଣିଛି ସମସ୍ତଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଦଶମ ପାସ୍ କରିଛନ୍ତି ତେବେ ଡାକ ବିଭାଗରେ ମିଳିପାରିବ ବଡ଼ ନିଯୁକ୍ତି। ଆଉ ପାଇବେ ମୋଟା ଅଙ୍କର ଦରମା। ଏବେ ଆପଣ ଭାବୁଥିବେ ଯେ, କେମିତି କରିବେ ଏଥିରେ ଆପ୍ଲାଏ କେମିତି ପାଇବେ ଏହି ଚାକିରି। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ଡାକ ବିଭାଗ ସାରା ଦେଶରେ ବହୁ ସଂଖ୍ୟକ ନିଯୁକ୍ତି ଘୋଷଣା କରିଛି।
ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ, ସଂରକ୍ଷିତ ବର୍ଗ ପାଇଁ ବୟସ ଛାଡ଼ ପ୍ରଯୁଜ୍ୟ। ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧, ୨୦୨୬ ରୁ ଆରମ୍ଭ ହେବ ଏବଂ ଫେବୃଆରୀ ୧୪, ୨୦୨୬ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ। ମନୋନୀତ ପ୍ରାର୍ଥୀମାନେ ପଦବୀ ଉପରେ ନିର୍ଭର କରି ମାସିକ ୧୦,୦୦୦ ରୁ ୨୯,୦୦୦ ଟଙ୍କା ଦରମା ପାଇବେ। ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗର ସରକାରୀ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।
ଏଥିସହ ପଢ଼ନ୍ତୁ: ଷ୍ଟାଡିୟମକୁ ଓହ୍ଲାଇଲେ ବୈଭବ, ଏମିତି ମାରିଲେ ବୋଲର ହେଇଗଲେ ବେହୋସ୍...
ଏହି ନିଯୁକ୍ତି ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଖୋଲା ଏବଂ କେବଳ ଦଶମ ଶ୍ରେଣୀରେ ପ୍ରାପ୍ତ ନମ୍ବର ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟରୁ ଚୟନ କରାଯିବ। ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM) ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ABPM) ପଦବୀ ପାଇଁ ଆବେଦନ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପଞ୍ଜାବ, ହିମାଚଳ ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ଜମ୍ମୁ-କାଶ୍ମୀର ସମେତ ଅନେକ ରାଜ୍ୟରେ ୨୮,୦୦୦ ରୁ ଅଧିକ ପଦବୀ ପୂରଣ କରାଯିବ। ତେବେ ଆଉ ହାତଛଡା କରନ୍ତୁ ନାହିଁ, ଏବେହିଁ କରନ୍ତୁ ଏହି ଚାକିରି ପାଇଁ ଆପ୍ଲାଏ। ନଚେତ୍ ଆପଣ ପଛରେ ପଡ଼ିଯିବେ।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories