Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଗଷ୍ଟ ୧୧ରେ NEET-PG ପରୀକ୍ଷା

Education & Employment

ଅଗଷ୍ଟ ୧୧ରେ NEET-PG ପରୀକ୍ଷା

Smruti Parija
Browse all articles by Smruti Parija
·1 year ago
ଅଗଷ୍ଟ ୧୧ରେ  NEET-PG ପରୀକ୍ଷା

ଅର୍ଗସ ବ୍ୟୁରୋ: ଅଗଷ୍ଟ 11 ରେ NEET-PG ପରୀକ୍ଷା । 2ଟି ସିଫ୍ଟରେ ନିଟ୍ ପିଜି ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।  NBEMS ପକ୍ଷରୁ ନିଟ୍ ପିଜି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସ୍‌ଓପି ଏବଂ ପ୍ରୋ‌ଟୋକଲ୍‌ର ସମୀକ୍ଷା ପରେ ନିଟ୍ ପିଜି ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
neet-pg-exam-to-be-held-on-august-11 | Argus News