Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୪୭୯୯ ଜଣ ମେନ ପରୀକ୍ଷା ପାଇଁ ଉନ୍ନୀତ

Education & Employment

୪୭୯୯ ଜଣ ମେନ ପରୀକ୍ଷା ପାଇଁ ଉନ୍ନୀତ

Smruti Parija
Browse all articles by Smruti Parija
·1 year ago
୪୭୯୯ ଜଣ ମେନ ପରୀକ୍ଷା ପାଇଁ ଉନ୍ନୀତ

ଭୁବନେଶ୍ୱର: ପ୍ରକାଶ ପାଇଲା OCS-2023 ପରୀକ୍ଷା ଫଳ । ମେନ୍ ପରୀକ୍ଷା ପାଇଁ ଉନ୍ନୀତ ହୋଇଛନ୍ତି ୪୭୯୯ ଜଣ । ସେଥିମଧ୍ୟରୁ 1573 ଜଣ ମହିଳା ଥିବା ଜଣାପଡିଛି । OPSC ୱେବ୍ ସାଇଟ୍ ରୁ ପରୀକ୍ଷାର୍ଥୀମାନେ ତାଙ୍କ ରେଜଲ୍ଟ ଜାଣିପାରିବେ । ପରୀକ୍ଷାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀମାନେ opsc.gov.in ୱେବସାଇଟ୍ କୁ ଯାଇ ଜାଣିପାରିବେ । ଗତ ୧୫ ଡିସେମ୍ବର ୨୦୨୪ରେ ହୋଇଥିଲା ଏହି ପରୀକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
odisha-civil-service-2023-exam-result-out | Argus News