Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ ଅସ୍ଥାୟୀ ଭାବେ B.ED, M.ED, ଏବଂ B.H. ED ନାମଲେଖା

Smruti Parija
Browse all articles by Smruti Parija
·1 year ago
୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ ଅସ୍ଥାୟୀ ଭାବେ B.ED, M.ED,  ଏବଂ B.H. ED ନାମଲେଖା

Key Points

ଉଚ୍ଚ ଶିକ୍ଷା ବିଭାଗର ଚିଠି

୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ

B.ED ଆଡ଼ମିଶନ ପ୍ରକ୍ରିୟାକରଣ ବନ୍ଦ

ଉଚ୍ଚ ଶିକ୍ଷା ବିଭାଗର ଚିଠି । ୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ ଅସ୍ଥାୟୀ ଭାବେ ଆଡ଼ମିଶନ ପ୍ରକ୍ରିୟାକରଣ ଏବେ ବନ୍ଦ କରାଯାଇଛି । ମୁଖ୍ୟତଃ B.ED, M.ED, ଏବଂ B.H. ED । ୨ ବର୍ଷିଆ ଏହି କୋର୍ସ ଗୁଡିକ ପାଇଁ ହୋଇଥିବା ଏଣ୍ଟ୍ରାସ ସ୍କୋରରେ ଅନେକ ଅଭିଯୋଗ ହୋଇଥିବା କାରଣରୁ ପୁନଶ୍ଚ ବିଷୟ ଭିତ୍ତିକ ଅଭିଜ୍ଞ ଏକ୍ସପର୍ଟ ମାନେ ଆଉ ଥରେ ଭେରିଫାଏ କରିବେ । ପରେ ଏହାର ବିଧି ଵଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଁ। ଛାତ୍ର ଛାତ୍ରୀ ମାନେ ସାମସ ପୋର୍ଟାଲରେ ଅପଡେଟ ଜାଣିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
provisional-bed-med-and-bh-ed-enrollment-for-the-academic-year-2025-26 | Argus News