RBI Office Attendant / RBI ରେ ବମ୍ପର ନିଯୁକ୍ତି, ଦଶମ ପାସ୍ କରିଥିଲେ ମାସକୁ ଦରମା ୪୬ ହଜାର...
·8 months ago·3 min read

Key Points
RBI ରେ ବମ୍ପର ନିଯୁକ୍ତି
ଦଶମ ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ
ଦଶମ ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ
ଆପଣ ଚାକିରି ଖୋଜୁଛନ୍ତି କି। ଦଶମ ପାସ୍ କରିଥିବା ପିଲାଙ୍କ ପାଇଁ ବମ୍ଫର ଅଫର। ମିଳିବ ମୋଟା ଅଙ୍କର ଦରମା। ଆଜିକାଲି ଚାକିରି ଖଣ୍ଡେ ପାଇବା ବହୁତ କଷ୍ଟ ହେଉଥିବାବେଳେ ଦଶମ ପାସ ଯୁବକ ଯୁବତୀଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଣିଛି ସୁବର୍ଣ୍ଣ ସୁଯୋଗ । RBI ୫୭୨ଟି ଅଫିସ ଆଟେଣ୍ଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ୨୦୨୬ ଜାରି କରିଛି। ଚୟନ ପ୍ରକ୍ରିୟା ଅନଲାଇନ୍ ପରୀକ୍ଷା ଏବଂ ଭାଷା ଦକ୍ଷତା ପରୀକ୍ଷା (LPT) ମାଧ୍ୟମରେ ହେବ।ଏହି ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଏହି ପଦବୀ ପାଇଁ ସ୍ଥାନୀୟ ଭାଷାରେ ଦକ୍ଷତା ଥିବା ଆବଶ୍ୟକ। ଏଥିପାଇଁ ପ୍ରାର୍ଥୀ ଯେଉଁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଆବେଦନ କରୁଛନ୍ତି, ସେହି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ବାସିନ୍ଦା ହୋଇଥିବା ଆବଶ୍ୟକ।
ଆପଣ ଭାବୁଥିବେ କେମିତି କରିବେ ଆବେଦନ। କେଉଁ ସମସ୍ତ ସାଇଡ୍ ରହିଛି ଆବେଦନ ପାଇଁ। ଅନଲାଇନରେ ଆବେଦନ ଫି (ନେଟ୍ ବ୍ୟାଙ୍କିଂ, ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା UPI) ପ୍ରଦାନ କରନ୍ତୁ। ଫି ଦେବା ପରେ ଦେୟ ରସିଦର ଏକ ସ୍କ୍ରିନସଟ୍ ନିଅନ୍ତୁ। ସମସ୍ତ ବିବରଣୀ ପୂରଣ କରିବା ପରେ ଫର୍ମ ଦାଖଲ କରନ୍ତୁ। ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ୨୪,୨୫୦/- ର ପ୍ରାରମ୍ଭିକ ମୌଳିକ ଦରମା ପ୍ରଦାନ କରାଯିବ । ଏବଂ ସମୟ ସମୟରେ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ। ବର୍ତ୍ତମାନ, ଅଫିସ୍ ଆଟେଣ୍ଡାଣ୍ଟଙ୍କ ପାଇଁ ପ୍ରାରମ୍ଭିକ ମାସିକ ମୋଟ ଦରମା (HRA ବିନା) ପ୍ରାୟ ୪୬,୦୨୯/- ପ୍ରତି ମାସରେ ହେବ।
ଆବେଦନ ପ୍ରକ୍ରିୟା:
ଦଶମ ପାସ କରିଥିବା ଯୁବକ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ବିଜ୍ଞପ୍ତି ୧୫ ଜାନୁଆରୀ ୨୦୨୬ରେ RBI rbi.org.in ର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ହୋଇଛି, ଯେଉଁଥିରେ ୫୭୨ଟି ଅଫିସ ଆଟେଣ୍ଡାଣ୍ଟ ପଦବୀ ପାଇଁ ଆବେଦନ ଆମନ୍ତ୍ରିତ କରାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ଯୁବକ ଯୁବତୀମାନେ opportunities.rbi.org.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୪ ଫେବୃଆରୀ ୨୦୨୬। ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ପଦବୀ ଖାଲି ଅଛି ଏବଂ ଏଥିପାଇଁ ଦରମା କେତେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମେ, RBI ର ଅଫିସିଆଲ୍ ୱେବସାଇଟ୍ www.rbi.org.in ଖୋଲନ୍ତୁ । ହୋମପେଜରେ “ନିଯୁକ୍ତି” ବିଭାଗକୁ ଯାଆନ୍ତୁ। ଏଠାରେ “ଅଫିସ୍ ଆଟେଣ୍ଡାଣ୍ଟ୍ ନିଯୁକ୍ତି ୨୦୨୬” ବିଜ୍ଞପ୍ତି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ତା’ପରେ “ଅନଲାଇନ୍ ଆବେଦନ କରନ୍ତୁ” କିମ୍ବା “ଅନଲାଇନ୍ ପଞ୍ଜୀକରଣ” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।ତା’ପରେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ (ନାମ, ଜନ୍ମ ତାରିଖ, ପିତା/ମାତାଙ୍କ ନାମ, ଇତ୍ୟାଦି) ପୂରଣ କରନ୍ତୁ। ଶିକ୍ଷାଗତ ଯୋଗ୍ୟତା, ବାସସ୍ଥାନ ଏବଂ ଅନ୍ୟାନ୍ୟ ବିବରଣୀ ପୂରଣ କରନ୍ତୁ। ପାସପୋର୍ଟ ଆକାର ଫଟୋ ଏବଂ ଦସ୍ତଖତର ସ୍କାନ କପି ଅପଲୋଡ୍ କରନ୍ତୁ। ଆବଶ୍ୟକୀୟ ପ୍ରମାଣପତ୍ର (ଦଶମ ମାର୍କ ସିଟ୍, ବାସସ୍ଥାନ, ଇତ୍ୟାଦି) ଅପଲୋଡ୍ କରନ୍ତୁ।
ଏଥିସହ ପଢ଼ନ୍ତୁ: ବଦଳିଲା ସମୟ, ବୀର କହିଲେ ଏମିତି ଝିଅ ସହ ସମ୍ପର୍କ ସମ୍ଭବ ନୁହେଁ...
ଅନଲାଇନ୍ ପରୀକ୍ଷା ମାଧ୍ୟମରେ ଅସ୍ଥାୟୀ ଭାବରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଭାଷା ଦକ୍ଷତା ପରୀକ୍ଷା (LPT) ଦେବାକୁ ପଡିବ। LPT ଅନୁଯାୟୀ ସରକାରୀ/ସ୍ଥାନୀୟ ଭାଷା(ଗୁଡ଼ିକ)ରେ ଦକ୍ଷ ନଥିବା ପ୍ରାର୍ଥୀମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ।
କେଉଁ ରାଜ୍ୟରେ କେତେ ପଦବୀ:
ଅହମଦାବାଦ – ୨୯ଟି ପଦବୀ, ବେଙ୍ଗାଲୁରୁ – ୧୬ଟି ପୋଷ୍ଟ, ଭୋପାଳ – ୪ଟି ପୋଷ୍ଟ, ଭୁବନେଶ୍ୱର – ୩୬ଟି ପୋଷ୍ଟ, ଚଣ୍ଡିଗଡ଼ – ୨ଟି ପୋଷ୍ଟ, ଚେନ୍ନାଇ – ୯ଟି ପୋଷ୍ଟ, ଗୌହାଟି – ୫୨ଟି ପୋଷ୍ଟ, ହାଇଦ୍ରାବାଦ – ୩୬ଟି ପୋଷ୍ଟ, ଜୟପୁର – ୪୨ଟି ପୋଷ୍ଟ, କାନପୁର ଏବଂ ଲକ୍ଷ୍ନୌ – ୧୨୫ଟି ପୋଷ୍ଟ, କୋଲକାତା – ୯୦ଟି ପୋଷ୍ଟ, ମୁମ୍ବାଇ – ୩୩ଟି ପୋଷ୍ଟ, ନୂଆଦିଲ୍ଲୀ – ୬୧ଟି ପୋଷ୍ଟ, ପାଟନା – ୩୭ଟି ପୋଷ୍ଟ,
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

Related Topics
Explore more stories