RBI Job Vacancies / ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର, ମାସକୁ ଦରମା ୧.୫୦ ଲକ୍ଷ...
·4 months ago·2 min read

Key Points
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର
ଦରମା ୧.୫୦ ଲକ୍ଷ
ଜାଣନ୍ତୁ କେମିତି କରିବେ ଆବେଦନ ?
ଦରମା ୧.୫୦ ଲକ୍ଷ
ଜାଣନ୍ତୁ କେମିତି କରିବେ ଆବେଦନ ?
ଚାକିରି ଖୋଜୁଛନ୍ତି କି। ଆପଣଙ୍କ ପାଇଁ ଆସିଲା ଖୁସି ଖବର। ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। RBI ଆଣିଲା ବଡ଼ ନିଯୁକ୍ତି। ଯଦି ଆପଣ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ରେ ଚାକିରି ପାଇଁ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। RBI ଜେନେରାଲ, DSIM ଏବଂ DEPR ବିଭାଗରେ ଗ୍ରେଡ୍ B ଅଧିକାରୀଙ୍କ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି।
ଗ୍ରେଡ୍ ବି ଅଧିକାରୀ ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ପ୍ରାରମ୍ଭିକ, ମୁଖ୍ୟ ଏବଂ ସାକ୍ଷାତକାର ରାଉଣ୍ଡ ମାଧ୍ୟମରେ ଚୟନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଆଧାରରେ, ଚୂଡ଼ାନ୍ତ ଚୟନ କରାଯିବ। ମୁଖ୍ୟ ପରୀକ୍ଷାରେ ଅର୍ଥନୀତି ଏବଂ ସାମାଜିକ ବିଜ୍ଞାନ ଇଂରାଜୀ, ଅର୍ଥନୀତି ଏବଂ ମ୍ୟାନେଜମେଣ୍ଟ ଉପରେ ପେପର ଅନ୍ତର୍ଭୁକ୍ତ ରହିବ । RBI ଗ୍ରେଡ୍ B ଅଧିକାରୀ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ ୧.୫୦ ଲକ୍ଷ ପର୍ଯ୍ୟନ୍ତ ଦରମା ପାଇବେ।DSIM ଏବଂ DEPR ବିଭାଗରେ ଗ୍ରେଡ୍ B ଅଫିସର ନିଯୁକ୍ତି ପାଇଁ, ପ୍ରାର୍ଥୀମାନଙ୍କର ଅର୍ଥନୀତି/ପରିସଂଖ୍ୟାନ କିମ୍ବା ସମ୍ବନ୍ଧିତ କ୍ଷେତ୍ରରେ ସ୍ନାତକୋତ୍ତର ଡିଗ୍ରୀ ଥିବା ଆବଶ୍ୟକ।
.ଜାଣନ୍ତୁ କେବେ କରିବେ ଆବେଦନ ?
ଆବେଦନ ପ୍ରକ୍ରିୟା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୦ ମଇ ୨୦୨୬ ରଖାଯାଇଛି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ RBIର ଅଫିସିଆଲ୍ ୱେବସାଇଟ୍, rbi.org.in ମାଧ୍ୟମରେ ଆବେଦନ କରିପାରିବେ।ଏହି ସମସ୍ତ ପଦବୀ ପାଇଁ ୨୧ ରୁ ୩୦ ବର୍ଷ ମଧ୍ୟରେ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ନିୟମ ଅନୁଯାୟୀ ବୟସ ଛାଡ଼ ମିଳିବ।RBI ଗ୍ରେଡ୍ B ଅଫିସର (ସାଧାରଣ) ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ଅତି କମରେ ୬୦ ପ୍ରତିଶତ ନମ୍ବର ସହିତ ସ୍ନାତକ ଡିଗ୍ରୀ କିମ୍ବା ୫୫ ପ୍ରତିଶତ ନମ୍ବର ସହିତ ସ୍ନାତକୋତ୍ତର ଡିଗ୍ରୀ ଥିବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଅଷ୍ଟମ ବେତନ କମିଶନ: ଶିକ୍ଷକଙ୍କୁ ମିଳିବ ୧.୩୪ ଲକ୍ଷ ଦରମା ?
RBI ସାଧାରଣ, DSIM ଏବଂ DEPR ବିଭାଗରେ ମୋଟ ୬୦ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି, ଯେଉଁଥିରେ ୪୦ଟି ଗ୍ରେଡ୍ B ଅଧିକାରୀ, ୧୦ଟି ଅର୍ଥନୀତି ଏବଂ ନୀତି ଗବେଷଣା ବିଭାଗ (DEPR)ରେ ଗ୍ରେଡ୍ B ଅଧିକାରୀ ଏବଂ ୧୦ଟି ପରିସଂଖ୍ୟାନ ଏବଂ ସୂଚନା ପରିଚାଳନା ବିଭାଗ (DSIM)ରେ ଗ୍ରେଡ୍ B ଅଧିକାରୀ ପଦବୀ ଅନ୍ତର୍ଭୁକ୍ତ।
.ଆବେଦନ ଆରମ୍ଭ ତାରିଖ: ୨୯ ଏପ୍ରିଲ ୨୦୨୬
.ଆବେଦନର ଶେଷ ତାରିଖ: ୨୦ ମଇ ୨୦୨୬
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

Related Topics
Explore more stories