Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁକ୍ତ ୨ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ରି-ଚେକିଂ ଆବେଦନ ତାରିଖ

Education & Employment

ଯୁକ୍ତ ୨ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ରି-ଚେକିଂ ଆବେଦନ ତାରିଖ

Smruti Parija
Browse all articles by Smruti Parija
·1 year ago·1 min read
ଯୁକ୍ତ ୨ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ରି-ଚେକିଂ ଆବେଦନ ତାରିଖ

Key Points

ଯୁକ୍ତ ୨ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଅଛନ୍ତି କି

ଆସିଲା ଯୁକ୍ତ ୨ ରି ଚେକିଂ ଆବେଦନ ତାରିଖ

ମେ ୩୦ ରୁ ଜୁନ ୧୬ ଯାଏ କରିପାରିବେ ରି-ଚେକିଂ ପାଇଁ ଆବେଦନ

ଯୁକ୍ତ ୨ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ରି-ଚେକିଂ ଆବେଦନ ତାରିଖ । ମେ ୩୦ ରୁ ଜୁନ ୧୬ ଯାଏ କରି ପାରିବେ ରି-ଚେକିଂ ପାଇଁ ଆବେଦନ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାର୍ଥୀ ଯେ କୌଣସି ବିଷୟ ପାଇଁ ଆବେଦନ କରିପାରିବେ । ପ୍ରତି ବିଷୟ ପିଛା ଫି ୨୦୦ ଟଙ୍କା ରହିବ ।


ଚଳିତ ବର୍ଷ ପାସ୍ ହାର୍‌ ୮୨.୭୭ ପ୍ରତିଶତ
ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର୍‌ ଅଧିକ
ଝିଅଙ୍କ ପାସ୍ ହାର୍ ୮୭.୨୪%
ପୁଅଙ୍କ ପାସ୍ ହାର୍ ୭୭.୮୮%
୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ
୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ

ବିଜ୍ଞାନ - ୮୭,୪୯%
କଳା - ୮୦. ୫୧%
ବାଣିଜ୍ୟ - ୮୩. ୨%
ଧନ୍ଦାମୂଳକ - ୬୦.୫୭ %

ପାସ ହାର - ୮୨, ୭୭ %
ଝିଅଙ୍କ ପାସ ହାର ୮୭. ୨୪%
ପୁଅଙ୍କ ପାସ ହାର ୭୭.୮୮%

ପ୍ରଥମ ଡିଭିଜନ - ୧, ୯ ହଜାର ୫୪ ଜଣ
୨ୟ ଡିଭିଜନ- ୭୬, ୮୧୫
୩ୟ ଡିଭିଜନ- ୧, ୪୩, ୩୩୯

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
re-checking-application-date-has-come-for-students-dissatisfied-with-the-plus-2-exam-results | Argus News